ଆଜିର ଖାସ୍ ଖବର

୧-ଲୋକସଭାରେ ଡାମନ-ଡିଉ ଏବଂ ଦାଦରା ନଗର ହାବେଲୀର ବିଲୟ ବିଲ ପାସ।

୨-୨୦୨୩ ପୁରୁଷ ହକି ବିଶ୍ୱକପ ଆୟୋଜନ କରିବ ଓଡିଶା, ଲଗାତାର ଦ୍ୱିତୀୟ ଥର କରିବାର ରେକର୍ଡ।

୩-ଲୋକସଭାରେ ଏସପିଜି ବିଲ: ଏବେ କେବଳ ପିଏମ ଏବଂ ତାଙ୍କ ପରିଜନଙ୍କୁ ମିଳିବ ସୁରକ୍ଷା।

୪-୮ ଚିନି କଳରୁ ୬ ଅଚଳ, ବିଧାନ ସଭାରେ ଅସନ୍ତୋଷ।

୫-ନୂଆଦିଲ୍ଲୀ : ବିଶିଷ୍ଟ ଶିକ୍ଷାବିତ ଓ ସମାଜସେବୀ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଆଉ ଏକ ମର୍ଯ୍ୟାଦାପୂର୍ଣ୍ଣ ସମ୍ମାନ । ମିଳିଲା FICCI ପର୍ସନାଲିଟି ଅଫ୍‌ ଦି ଇଅର’ ସମ୍ମାନ।

୬-ଇସ୍ରୋ:କାର୍ଟୋସାଟ୍ -୩ ,୧୩ ନାନୋ ଉପଗ୍ରହର ସଫଳ ଉତକ୍ଷେପଣ।

୭-ଭୁବନେଶ୍ବର କେୟାର ହସ୍ପିଟାଲ୍‌ର ପାକିସ୍ତାନୀ ଲିଙ୍କ୍‌ : ବ୍ୟବସାୟୀଙ୍କ ରହିଛି ଆତଙ୍କବାଦୀ ମାସୁଦ ଆଝାରଙ୍କ ସହ ସମ୍ପର୍କ।

୮-ଶ୍ରୀମନ୍ଦିରର ରୋଷଘର ଓ ଆନନ୍ଦ ବଜାରର ପରିଷ୍କାର ପରିଚ୍ଛନ୍ନତା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ମହାପ୍ରସାଦର ମାନ ବୃଦ୍ଧି ପାଇବା ନେଇ ଆଶା।

୯-ଜାଲ ପ୍ରମାଣପତ୍ରରେ ଶିକ୍ଷକତା କରି ଧରାପଡ଼ିଛନ୍ତି ୨୧୬ଜଣ ନକଲି ଶିକ୍ଷକ, ଗୃହରେ ତଥ୍ୟ ଦେଲେ ମନ୍ତ୍ରୀ।

୧୦-ଆଉ ୪୮ ଘଣ୍ଟା ଯାଏଁ ଘନ କୁହୁଡି,ସତର୍କ କଲା ପାଣି ପାଗ ବିଭାଗ।

୧୧-ପ୍ରକାଶ ପାଇଲା ଇଣ୍ଡିଆ କରପ୍‌ସନ ସର୍ଭେ ୨୦୧୯, କମ୍‌ ଲାଞ୍ଚ କାରବାର ହେଉଥିବା ରାଜ୍ୟଗୁଡିକ ମଧ୍ୟରେ ରହିଛି ଓଡ଼ିଶା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପୁରୁଷୋତ୍ତମ ଏକ୍ସପ୍ରେସ ଦୁଇଦିନ ପାଇଁ ପରିବର୍ତ୍ତିତ ମାର୍ଗରେ ଯାତାୟାତ କରିବ

Thu Nov 28 , 2019
ଟ୍ରେନ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା… ମୁଗଲସରାଇ ରେଳ ମଣ୍ଡଳ ର ବାବୁଆ ଷ୍ଟେସନ ଠାରେ ସଂରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଆସନ୍ତା ଡିସେମ୍ବର ମାସ ୫ ଓ ୬ ତାରିଖ ଦିନ ଉଭୟ ନୂଆ ଦିଲ୍ଲୀ ଓ ପୁରୀରୁ ଛାଡିବାକୁ ଥିବା ୧୨୮୦୧/୧୨୮୦୨ ପୁରୀ-ନୂଆ ଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ ଏହାର ସ୍ଥିରୀକୃତ ମାର୍ଗ ପରିବର୍ତ୍ତେ ମାର୍ଗ ପରିବର୍ତ୍ତନ କରି ଯାତାୟାତ କରିବ I ପରିବର୍ତ୍ତିତ ମାର୍ଗ : ଟାଟା-ମୁରି-ଵର୍କକନା-ଗରୱା […]

You May Like

Pin It on Pinterest