ପୁରୁଷୋତ୍ତମ ଏକ୍ସପ୍ରେସ ଦୁଇଦିନ ପାଇଁ ପରିବର୍ତ୍ତିତ ମାର୍ଗରେ ଯାତାୟାତ କରିବ

ଟ୍ରେନ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା…

ମୁଗଲସରାଇ ରେଳ ମଣ୍ଡଳ ର ବାବୁଆ ଷ୍ଟେସନ ଠାରେ ସଂରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଆସନ୍ତା ଡିସେମ୍ବର ମାସ ୫ ଓ ୬ ତାରିଖ ଦିନ ଉଭୟ ନୂଆ ଦିଲ୍ଲୀ ଓ ପୁରୀରୁ ଛାଡିବାକୁ ଥିବା ୧୨୮୦୧/୧୨୮୦୨ ପୁରୀ-ନୂଆ ଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ ଏହାର ସ୍ଥିରୀକୃତ ମାର୍ଗ ପରିବର୍ତ୍ତେ ମାର୍ଗ ପରିବର୍ତ୍ତନ କରି ଯାତାୟାତ କରିବ I

ପରିବର୍ତ୍ତିତ ମାର୍ଗ : ଟାଟା-ମୁରି-ଵର୍କକନା-ଗରୱା ରୋଡ଼-ଚୋପନ-ଚୁନାର ଷ୍ଟେସନ ମାର୍ଗରେ

ସ୍ଥିରୀକୃତ ମାର୍ଗରେ ଯାତାୟାତ କରିବାକୁ ନଥିବା ଷ୍ଟେସନ – ଚାନ୍ଦିଲ-ପୁରୁଲିଆ-ବୋକାରୋ ଷ୍ଟିଲ ସିଟି-ଚନ୍ଦ୍ରପୁରI-ନେତାଜୀ ସୁବାସ ଚନ୍ଦ୍ର ବୋଷ ଜଙ୍କ୍ସନ ଗୋମୋ-ପାରସନାଥ-ହଜାରୀବାଗ-କୋଡର୍ମା-ପାହାଡ଼ପୁର-ଗୟା-ଅନୁଗ୍ରହ ଏନ ରୋଡ଼-ଦେହରି ଅନ ସୋନ-ସାସାରାମ-ବାବୁଆ ରୋଡ଼-ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜଙ୍କ୍ସନ

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କୋହଳ ହେଲା ଟ୍ରାଫିକ ନିୟମ ଆହୁରି ୩ ମାସ....

Thu Nov 28 , 2019
ବାସ୍ତବ ବ୍ୟୁରୋ (ଭୁବନେଶ୍ୱର): ପୁଣି କୋହଳ ହେଲା ଟ୍ରାଫିକ ନିୟମ । ଡ୍ରାଇଭିଂ ଲାଇସେନ୍ସ ଏବଂ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ ପାଇଁ ଟ୍ରାଫିକ ନିୟମ ଆଉ ତିନିମାସ ପାଇଁ କୋହଳ କରାଯାଇଛି । ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏ ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ।  ଆରଟିଓ ଅଫିସରେ ପ୍ରବଳ ଭିଡ଼ ଲାଗି ରହୁଥିବା ବେଳେ ଜନସାଧାରଣଙ୍କୁ ଠିକ୍‌ ଭାବେ ସେବା ମିଳିପାରୁ ନାହିଁ । ତେବେ ଆଉ […]

You May Like

Pin It on Pinterest