ଘରୋଇ କଳିରୁ ସ୍ୱାମୀ ସାଜିଲା ସଇତାନ ସ୍ତ୍ରୀର ତଣ୍ଟିଚିପି ମାରିଦେଲା….

ଦେବକାନ୍ତ ମହାନ୍ତି,(ଚାନ୍ଦବାଲି): ୦୩\୦୧\୨୨ ଭଦ୍ରକ ଜିଲା ପିରାହାଟ ଥାନା ଅଧିନସ୍ଥ ସ୍ୟମସୁନ୍ଦରପୁର ପଂଚାୟତ ତଳଦୁମୁକା ଗାଁର ମହାକୁଡ ସାହିର କହ୍ନେଇ ବେହେରା ଗତକାଲି ରାତିରେ କୌଣସି କାରଣରୁ ଉକ୍ତତ ହୋଇ ତାଙ୍କ ସ୍ତ୍ରୀ ରାଧାରାଣୀ ବେହେରା ଓ ୮ବର୍ଷର ପୁଅକୁ ତଣ୍ଟିଚିପି ମାରୁଥିବା ବେଳେ ଚିତ୍କାର ଶୁଣି କହ୍ନେଇର ମା ଓ ପଡିଶା ଲୋକଙ୍କୁ ଡାକ ପକାଈଥିଲା ।

ପଡୋଶୀ ଲୋକ ଆସିଲା ବେଳକୁ ସଇତାନ ସ୍ବାମୀ ସ୍ତ୍ରୀକୁ ମାରିଦେଇଥିଲା। ସ୍ଥାନୀୟ ଲୋକ ଘରର କବାଟ ଭାଙ୍ଗି ୮ବର୍ଷର ପୁଅକୁ ମୁର୍ମୁସ ଭାବେ ଉଦ୍ଧାର କରିବା ସହ ସଇତାନ ସ୍ବାମୀ କହ୍ନେଇକୁ ଏକ ଘରେ ଚାବି ପକାଇ ରଖିବା ସହ ପୋଲିସକୁ ଖବର ଦେଇଥିଲେ। ପିରାହାଟ ପୋଲିସ ଆଜି ମଧ୍ଯାହ୍ନରେ ଘଟଣାସ୍ଥଳରେ ପହଁଚି ସଇତାନ ସ୍ବାମୀକୁ ଗିରଫ କରିବା ସହ ସ୍ତ୍ରୀର ଶବକୁ ଜବତ କରି ଭଦ୍ରକ ପଠାଇଛି।ଏଥିନେଇ ଗାଁରେ ପୋଲିସ ପହଂଚି ତଦନ୍ତ ଜାରି ରଖିଛୀ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ହକ ପାଇଁ ତାତିଲେ ଆଦିବାସୀ, ସଶସ୍ତ୍ର ଆନ୍ଦୋଳନ ପାଇଁ ସଜବାଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ...

Mon Jan 3 , 2022
ବଲାଙ୍ଗୀର(ବିମଲ ଯୋଶୀ):୩।୧- ହକ ପାଇଁ ତାତିଲେ ଆଦିବାସୀ, ସଶସ୍ତ୍ର ଆନ୍ଦୋଳନ ପାଇଁ ସଜବାଜ ।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ହଜାର ହଜାର ଆଦିବାସୀ । ଆଗାମୀ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଓ ବ୍ଲକ ଅଧ୍ୟକ୍ଷ ପଦବୀରୁ ଆଦିବାସୀଙ୍କୁ ବାଦ ଦିଆଯାଇଥିବାରୁ ମେଲିହେଉଛନ୍ତି ଆଦିବାସୀ ସମ୍ପ୍ରଦାୟ । ଏହାକୁନେଇ ଅଭିଯୋଗ କରିବା ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହଜାର ସଂଖ୍ୟାରେ ଆଦିବାସୀ ମହିଳା ଓ ପୁରୁଷ ବିକ୍ଷୋଭ […]

You May Like

Pin It on Pinterest