ଆଜିର ଖାସ୍ ଖବର

୧-2021ରୁ ଓଡ଼ିଆ ଭାଷାରେ ହେବ ଜେଇଇ ମେନ ପରୀକ୍ଷା।୯ଟି ଆଞ୍ଚଳିକ ଭାଷାରେ ପ୍ରଶ୍ନପତ୍ର କରିବାକୁ NTAକୁ ନିଦ୍ଦେର୍ଶ।

୨-ମୁଖା ଖୋଲିଲା ସିଏଜି, ରାଜ୍ୟରେ ଫେଲ ମାରିଲା ଆଳୁ ମିଶନ, ୧୩୦ କୋଟିରୁ ଖର୍ଚ୍ଚ ହୋଇଛି ମାତ୍ର ୨୬ କୋଟି।

୩-ଆଗୁଆ ସରିଲା ବିଧାନସଭା ଶୀତ ଅଧିବେଶନ- ୧୭ ଦିନ ପୂର୍ବରୁ ମୁଲତବୀ ଘୋଷଣା କଲେ ବାଚସ୍ପତି।

୪-ଆଉ ୩ ମାସ କୋହଳ ହେଲା ଟ୍ରାଫିକ ନିୟମ, ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ୱସ୍ତି।

୫-ଟ୍ରାଫିକ ନିୟମ କଡାକଡି ହେବା ପରେ ଓଡିଶାରେ ୮, ୮୯, ୦୯୩ ଟି ଡିଏଲ୍‌ ଆବେଦନ।

୬-କିଟ୍ ରେ ଉଦଘାଟିତ ହେଲା ଦ୍ୱାଦଶ ଇଣ୍ଟରନ୍ୟାସନାଲ କ୍ୟାଲିବର ୨୦୧୯, ମୁଖ୍ୟ ଅତିଥି ଭାବେ ଯୋଗଦେଲେ କୃଷିମନ୍ତ୍ରୀ ଅରୁଣ ସାହୁ।

୭-ସିଭି ରମଣ କଲେଜ ହେବ ଗ୍ଲୋବାଲ ବିଶ୍ବବିଦ୍ୟାଳୟ, ବିଧାନ ସଭାରେ ପାସ୍ ହେଲା ବିଲ୍।

୮-ଏଣିକି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବୁଝିବେ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ଦାୟିତ୍ୱ।ପ୍ରାଥମିକ ଭାବେ ଶହେରୁ ଅଧିକ ପିଲା ଥିବା ସ୍କୁଲ ଖାଦ୍ୟ ଦାୟିତ୍ୱ ଏସଏଚଜି ଗ୍ରୁପ ନେବେ ।

୯-ଡିସେମ୍ବର ୧ ରୁ କୋଣାର୍କ ଫେଷ୍ଟିଭାଲ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଆରମ୍ଭ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat Nov 30 , 2019
୧-ଲକ୍ଷ୍ନୌ:IPC ଏବଂ CRPCରେ ପରିବର୍ତ୍ତନ କରିବେ ମୋଦୀ ସରକାର- ଗୃହମନ୍ତ୍ରୀ ଅମିତ ଶାହା। ୨-ଏବେ ଇଞ୍ଜିନିୟରିଂ ଛାତ୍ର ଅଷ୍ଟମ ସେମିଷ୍ଟାର, କାଗଜ କଲମରେ ନୁହେଁ, ଅନଲାଇନରେ ଦେବେ ପରୀକ୍ଷା। ୩-ଭାରତ ଗସ୍ତରେ ଶ୍ରୀଲଙ୍କାର ରାଷ୍ଟ୍ରପତି – ପ୍ରତିରକ୍ଷା, ବାଣିଜ୍ୟ, ସୀମା ବିବାଦ, ଶ୍ରୀଲଙ୍କାରେ ତାମିଲ୍ ସମସ୍ୟା ସହିତ ଏକାଧିକ ଦ୍ବିପାକ୍ଷିକ ପ୍ରସଙ୍ଗ ସ୍ଥାନ ପାଇବା ସମ୍ଭାବନା । ୪-ସୁନା ଠକଙ୍କୁ ଧରିବା ଲାଗି ଧରପଗଡ଼, ୬ଟି ସହରରେ ୪୫ଟି ସୁନା […]

You May Like

Pin It on Pinterest