ଚାନ୍ଦବାଲିରେ ବିଜେପିର ସାମ୍ବାଦିକ ସମ୍ମିଳନୀ…


ଦେବକାନ୍ତ ମହାନ୍ତି (ଚାନ୍ଦବାଲି): ୮/୧/୨୦୨୨ ଚାନ୍ଦବାଲି ରେ ବିଜେପି ପକ୍ଷରୁ ବିଜେପି କାର୍ଯ୍ୟାଳୟ ପରିସରରେ ଏକ ସାମ୍ବଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି ।

ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ରାଜସ୍ବ ମନ୍ତ୍ରୀ ମନମୋହନ ସାମଲ ଯୋଗଦେଇ ରାଜ୍ୟରେ ଫଚାୟତ ନିର୍ବାଚନ ପୂର୍ବରୁ ୧ ହଜାର ଟଙ୍କା ସରକାରୀ ଅର୍ଥକୁ ଡ଼ିଲର ମାନଙ୍କ ଦ୍ଵାରା ବଂଟନ ନ କରି ଦଳୀୟ କର୍ମୀଙ୍କ ଦ୍ଵାରା ବଂଟନ କରିବା ସହ ଭୋଟର ଲିଷ୍ଟିର ଚଞ୍ଚକତା କରିବା ସହ ଫନି ବାତ୍ୟାରେ ଲୋକଙ୍କୁ ଘରଭଙ୍ଗା ଟଙ୍କା ଏ ଯାଏ ମିଳିନଥିବା ବେଳେ କେନ୍ଦ୍ର ଅର୍ଥକୁ ଘରଭଙ୍ଗା ପାଇଁ ୩ ହଜାର ଟଙ୍କା ବଂଟନ କରିବା ସହିତ ପ୍ରତି ଫଚାୟତରେ ମୋ ଉପକାରୀ ବଗିଚାରେ ଦୁର୍ନିତି ସହ ସିଏଫ ସି ଓ ମନେରଗା କେତେ ଟଙ୍କା ଖର୍ଚ୍ଚ ହୋଇଛି ତାର ହିସିବ ନାହିଁ ।

ଯେଉଁ କୋଟି କୋଟି ଟଙ୍କାର ବାଟ ମାରଣା କରାଯାଇଛି ତାର ତଦନ୍ତ କରିବା ସହ ରାଜ୍ୟ ସରକାରଙ୍କ ବହୁବି ଦୁର୍ନତି ଉପରେ ବର୍ଷିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ଜିଲ୍ଲା ଉପସଭାପତି କମଳାକାନ୍ତ ସୂତାର ବିଜେପିର ବରିଷ୍ଠ ନେତା ପୂର୍ଣ୍ଣଚନ୍ଦ୍ର ପାଣି , ମୋହିଳା ମୋର୍ଚ୍ଚାର ଜିଲ୍ଲା ସମ୍ପାଦିକା ମାଳତୀଲତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୩୧ ତାରିଖ ପର୍ଯ୍ୟନ୍ତ ବାବା ଆଖଣ୍ଡଳମଣୀଙ୍କ ଦର୍ଶନ ମନା...ପିଠିରେ ୧୪୪ ଧାରା...

Mon Jan 10 , 2022
ଦେବକାନ୍ତ ମହାନ୍ତି (ଚାନ୍ଦବାଲି)୧୦//୦୧//୨୦୨୨ ମହାମାରୀ କରୋନାର ଓ ଓମିକ୍ରନ ର ଭୟଭୟତାକୁ ନେଇ ଗତକାଲି ରବିବାର ସଂଧ୍ଯାରେ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ (SOP) କଟକଣା ଜାରୀ କରିଛନ୍ତି। ଗତକାଲି ରବିବାର ମଧ୍ଯରାତ୍ରରୁ ଅର୍ଥାତ ରାତ୍ର ୧ଟାରୁ ଆସନ୍ତା ୩୧ ମଧ୍ଯରାତ୍ର ପର୍ଯ୍ଯନ୍ତ ମଣିବାବାଙ୍କ ମନ୍ଦିରରେ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବା ପାଇଁ ପ୍ରଶାସନ ପକ୍ଷରୁ ନଟକା ଜାରୀ କରାଯିବା ସହ କୌଣସି […]

You May Like

Pin It on Pinterest