ଆଜିର ଖାସ୍ ଖବର

୧-ଝାରଖଣ୍ଡ ବିଧାନସଭା ନିର୍ବାଚନ: କାଁ ଭାଁ ହିଂସା ସତ୍ତ୍ୱେ ପ୍ରଥମ ପର୍ଯ୍ୟାୟରେ ୬୮.୮୭ ପ୍ରତିଶତ ଭୋଟିଂ।

୨-ଆଜିଠୁ ଆଉ ନିସ୍ତାର ନାହିଁ – ୧୦ଟି ଟ୍ରାଫିକ ନିୟମକୁ କଡ଼ାକଡ଼ି ପାଳନ ସହ ଧରପଗଡ ଲାଗି ଜିଲ୍ଲା ପ୍ରଶାସନ କୁ ନିର୍ଦ୍ଦେଶ ।

୩-ବିଶ୍ବ ଏଡ଼ସ ଦିବସ ଆଜି। ରାଜ୍ୟରେ ୫୦,୦୦୦ HIV ଆକ୍ରାନ୍ତ।

୪-ପୁଲିସ ନଧରିଲେ ବି ଜରିମାନା ! ଭଲରେ ନଦେଲେ, RTO ଖାତାରେ ଚଢ଼ିବ। ଟ୍ରାଫିକ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରିବା ପାଇଁ TVDS ବ୍ୟବସ୍ଥା ହେବ ଲାଗୁ।

୫-୭୫ ପ୍ରତିଶତରୁ ଉପସ୍ଥାନ କମ ହେଲେ ଛାତ୍ରଛାତ୍ରୀଙ୍କ ପାଇଁ ହେବ ଅତିରିକ୍ତ କ୍ଲାସ।

୬-ଆଜି ଠାରୁ ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ ହେବ ଆଉ ୬ଟି ବିଭାଗ।

୭-ଠକୁଛନ୍ତି ସୁନା ଦୋକାନୀ, ୧୪ କ୍ୟାରେଟର ସୁନା ଦେଇ ୨୨ କ୍ୟାରେଟର ଟଙ୍କା ନେଉଛନ୍ତି: ମନ୍ତ୍ରୀ

୮-କିସ୍ ଓ SC & ST ଉନ୍ନୟନ ବିଭାଗ ମିଳିତ ଉଦ୍ୟମରେ ଅନୁଷ୍ଠିତ ହେଲା ଭାଷା ଶିକ୍ଷକଙ୍କ ଦକ୍ଷତା ବିକାଶ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ।

୯-ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ୨୭ଟି ପ୍ରକଳ୍ପର ଶୁଭାରମ୍ଭ,୨୦୨୦ମେକ୍ ଇନ୍ ଓଡ଼ିଶା ହେବ ସର୍ବ ବୃହତ ନିବେଶ ସମ୍ମୀଳନୀ।

୧୦-ପରଲୋକରେ ତବଲା ସମ୍ରାଟ ! ଓଡ଼ିଶାର ବିଶିଷ୍ଟ ତବଲା ବାଦକ ରାଧାକାନ୍ତ ନନ୍ଦଙ୍କ ଦେହାନ୍ତ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Mon Dec 2 , 2019
୧-ମୋଦୀ ସରକାର ତୁର୍କୀରୁ ଆଣୁଛନ୍ତି ୧୧ ହଜାର ମିଲିୟନ ଟନ ପିଆଜ, ଲୋକଙ୍କୁ ମିଳିବ ଆଶ୍ୱସ୍ତି! ୨-ମୋ ସରକାର ଅଧୀନକୁ ଆସିଲା ଆହୁରି ୬ଟି ସରକାରୀ ବିଭାଗ।କୃଷି ବିଭାଗର ‘କାଳିଆ’ ଯୋଜନା, ଚାଷୀ ପଞ୍ଜିକରଣ ଯୋଜନା, ମହିଳା ଓ ଶିଶୁ ବିକାଶ ବିଭାଗର ମମତା ଯୋଜନା ଓ ମିଶନ ଶକ୍ତି। ୩-ଟ୍ରାଫିକ ନିୟମ ଉଲ୍ଲଘଂନ, କଟକରେ ନାବାଳକ ପାଇଁ ଜରିମାନା ଦେଲେ ବାପା- ହେଲମେଟ୍‌ ନପିନ୍ଧି ଫୋନରେ ଗପି ଗାଡି […]

You May Like

Pin It on Pinterest