ଆଜିର ଖାସ୍ ଖବର

୧-ବୁଲବୁଲ୍ ପାଇଁ ଓଡ଼ିଶାକୁ ମିଳିଲା ୫୫୨ କୋଟି ଟଙ୍କା କେନ୍ଦ୍ରୀୟ ସହାୟତା।

୨-୧୦ଡିଗ୍ରୀ ତଳେ ଦାରିଙ୍ଗବାଡି, ଦୁଇଦିନ ଥଣ୍ଡା ବଢିବ।

୩-୫୧ ଜଣ ପଳାତକ ଦେଶରୁ ଲୁଟି ନେଇଛନ୍ତି ୧୮ ହଜାର କୋଟି ଟଙ୍କା:ସିବିଆଇ ରିପୋର୍ଟ।

୪-ସୀମା ଟପିଲା ଦରବୃଦ୍ଧି: ପିଆଜ ହେଲାଣି ୧୨୦।

୫-ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟୀରୁ ପୃଥ୍ଵୀ-୨ର ରାତ୍ରିକାଳୀନ ବ୍ୟାବହାରିକ ପରୀକ୍ଷଣ , ୩୫୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା।

୬-ଭୁବନେଶ୍ୱର:ସହଜ ହେବ ପାଠପଢା – ପାଠ ବୁଝି ନପାରିଲେ ‘ମଧୁ ଆପ୍’ ଦେବ ଉତ୍ତର। ଏହି ଆପରେ ପଞ୍ଚମଠାରୁ ଅଷ୍ଟମ ପର୍ଯ୍ୟନ୍ତ ପାଠ୍ୟକ୍ରମର ସମସ୍ତ ବିଷୟ ସହ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ସମସ୍ତ ପ୍ରଶ୍ନ ଏବଂ ଉତ୍ତର ରହିବ।

୭-ରାଜ୍ୟସଭାରେ ଏସ୍‌ପିଜି ସଂଶୋଧନ ବିଲ୍ ପାରିତ।

୮-ନୂଆଦିଲ୍ଲୀ:କୌଣସି ରାଜ୍ୟ ଖର୍ଚ୍ଚ କରିନି ନିର୍ଭୟା ଫଣ୍ଡ, ୧୮ଟି ରାଜ୍ୟରେ ଶୂନ, ଓଡିଶା ବି ସାମିଲ।

୯-ଡିସେମ୍ବର ୫ରୁ ଆରମ୍ଭ ହେବ ମିଶନ ଶକ୍ତି ମେଳା, ୨୦୦ଟି ଷ୍ଟଲରେ ପ୍ରଦର୍ଶନ ହେବ ଏସଏଚଜିର ଉତ୍ପାଦିତ ଦ୍ରବ୍ୟ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Thu Dec 5 , 2019
୧-Google ସହ ଏବେ ‘ ଆଲ୍ଫାବେଟ୍’ର CEO ହେଲେ ସୁନ୍ଦର ପିଚାଇ। ୨-ବାଦାମବାଡି ବସଷ୍ଟାଣ୍ଡର ପ୍ରସ୍ଥାନ ଦ୍ବାରଠାରୁ ,ଜୟଶ୍ରୀ ସିନେମା ହଲ୍‌ ଯାଏଁ ହେବ ଓଭରବ୍ରିଜ:ବିଧାୟକ ସୌଭିକ୍ ବିଶ୍ବାଳ। ୩-ଶ୍ରୀମନ୍ଦିର ଢାଞ୍ଚାରେ ହେବ ଲିଙ୍ଗରାଜଙ୍କ ଶ୍ରୀବୃଦ୍ଧି:5T ସଚିବ । ୪-ଆକ୍ସନ ମୋଡରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ଜଟଣୀ ବିଇଓ ଅଫିସ୍‌ ସରପ୍ରାଇଜ୍‌ ଭିଜିଟ୍‌ ବେଳେ ପ୍ରଧାନଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କଲେ ମନ୍ତ୍ରୀ। ୫-ଯାଜପୁର: ୨୪ ଘଣ୍ଟା ପରେ ମୁକୁଳିଲେ […]

You May Like

Pin It on Pinterest