ଆଜିର ଖାସ୍ ଖବର

୧-Google ସହ ଏବେ ‘ ଆଲ୍ଫାବେଟ୍’ର CEO ହେଲେ ସୁନ୍ଦର ପିଚାଇ।

୨-ବାଦାମବାଡି ବସଷ୍ଟାଣ୍ଡର ପ୍ରସ୍ଥାନ ଦ୍ବାରଠାରୁ ,ଜୟଶ୍ରୀ ସିନେମା ହଲ୍‌ ଯାଏଁ ହେବ ଓଭରବ୍ରିଜ:ବିଧାୟକ ସୌଭିକ୍ ବିଶ୍ବାଳ।

୩-ଶ୍ରୀମନ୍ଦିର ଢାଞ୍ଚାରେ ହେବ ଲିଙ୍ଗରାଜଙ୍କ ଶ୍ରୀବୃଦ୍ଧି:5T ସଚିବ ।

୪-ଆକ୍ସନ ମୋଡରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ଜଟଣୀ ବିଇଓ ଅଫିସ୍‌ ସରପ୍ରାଇଜ୍‌ ଭିଜିଟ୍‌ ବେଳେ ପ୍ରଧାନଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କଲେ ମନ୍ତ୍ରୀ।

୫-ଯାଜପୁର: ୨୪ ଘଣ୍ଟା ପରେ ମୁକୁଳିଲେ ମହିଳା ଶିଳ୍ପପତି, ବକେୟା ଦରମା ଦାବିରେ ଅଟକ ରଖିଲେ କର୍ମଚାରୀ

୬-୧୮ ବରିଷ୍ଠ OAS ସ୍ତରରେ ଅଦଳବଦଳ, ଶ୍ରୀକାନ୍ତ ତରାଇ ମାଧ୍ୟମିକ ଶିକ୍ଷା ବୋର୍ଡ ସଂପାଦକ।

୭-ପ୍ରଧାନମନ୍ତ୍ରୀ କିଶାନ ନିଧି ଯୋଜନାରେ ସାମିଲ ହେବ ରାଜ୍ୟ ସରକାରଙ୍କ କାଳିଆ ଯୋଜନା।

୮-ଚାକିରୀଆଙ୍କ ପାଇଁ ଖୁସୀ ଖବର ! ବଜେଟରେ ଇନକମ ଟ୍ୟାକ୍ସ ସ୍ଲାବରେ ହ୍ରାସ କରିପାରନ୍ତି ସରକାର।

୯-କେନ୍ଦ୍ର କ୍ୟାବିନେଟ ବୈଠକ:NRC ସଂଶୋଧନ ବିଲ୍ ଓ ବ୍ୟକ୍ତିଗତ ଡାଟା ସୁରକ୍ଷା ବିଲକୁ ମଞ୍ଜୁରୀ।

୧୦-ଅନଲାଇନ ଔଷଧ ବିକ୍ରି ଉପରେ ଲାଗିବ କଟକଣା, ରାଜ୍ୟ ଗୁଡିକୁ ନିର୍ଦ୍ଦେଶ ଜାରି କଲା CDSCO ।

୧୧-ଆଇସିସି ଟେଷ୍ଟ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନରେ କୋହଲି ।

୧୨-ସୁଡାନ: ସେରାମିକ୍ ଇଣ୍ଡଷ୍ଟ୍ରିରେ ବିସ୍ଫୋରଣ: ୨୩ ମୃତ, ୧୩୦ ଆହତ, ମୃତକଙ୍କ ମଧ୍ୟରୁ ଅଛନ୍ତି ୧୮ ଜଣ ଭାରତୀୟ।

୧୩-ଆଜିଠୁ ସଂସଦରେ ଯୋଗ ଦେବେ ଚିଦାମ୍ବରମ ? ଜାମିନ ମିଳିବା ପରେ ଉତ୍ସାହିତ କଂଗ୍ରେସ, କହିଲା ସତ୍ୟର ଜୟ ହୋଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat Dec 7 , 2019
୧-ଓ୍ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷରେ ପ୍ରଥମ ଟି- ଟ୍ୱେଣ୍ଟି ମ୍ୟାଚ ଜିତିଲା ଭାରତ। ୨-୨ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଂଚିବେ। ୩-୧୫ ହଜାର ଛାତ୍ରଛାତ୍ରୀଙ୍କୁ ମିଳିବ ଲାପଟପ -୨୦୧୯-୨୦ ଶିକ୍ଷାବର୍ଷ ପାଇଁ ଲାପଟପ ବଣ୍ଟନ ଆରମ୍ଭ। ୪-ରେଲଓ୍ଵେର ବଡ଼ କାର୍ଯ୍ୟାନୁଷ୍ଠାନ, ୩୨ ଅଫିସରଙ୍କୁ ବଳପୂର୍ବକ ଦିଆଗଲା ଅବସର। ୫-ଆସନ୍ତା ସୋମବାର ନୂଆ ଡିଜିପି ଭାବେ ଦାୟିତ୍ୱ ନେବେ ୧୯୮୬ ବ୍ୟାଚର IPS ଅଫିସର ଅଭୟ। […]

You May Like

Pin It on Pinterest