ପଞ୍ଚାୟତ ନିର୍ବାଚନରେ ବଢୁଛି ଶାସକ ଓ ବିରୋଧୀ ଙ୍କ ଛକାପଞ୍ଝା, ଚାନ୍ଦବାଲି ବ୍ଲକ ଚଉଦିଆ ପଞ୍ଚାୟତରେ ସ୍ୱାଧୀନ ପ୍ରାର୍ଥୀ ଙ୍କ ନାମାଙ୍କନ ପତ୍ର ଦାଖଲ….

ଦେବକାନ୍ତ ମହାନ୍ତି (ଚାନ୍ଦବାଲି): ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ, ନିର୍ବାଚନକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଚାଲିଛି ଜୋରଦାର କସରତ କିଏ ହେବ ଆଗାମୀ ଦିନର ସରପଞ୍ଚ ତାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି।

ତେବେ ଆଜି ଚଡ଼ଦିଆ ପଞ୍ଚାୟତରେ ସରପଞ୍ଚର ସ୍ୱାଧୀନପ୍ରାର୍ଥୀନୀ ଭାବରେ ଧରିତ୍ରୀ ମାଝୀ ନିଜର ପାର୍ଥିପତ୍ର ଦାଖଲ କରିଛନ୍ତି। ସେ ତାଙ୍କର କିଛି ସମର୍ଥକ ମାନଙ୍କ ସହିତ ଗାଁ ମୁଣ୍ଡରୁ ଏକ ଶୋଭା ଯାତ୍ରାରେ ବାହାରି ଗାଁ ପରିକ୍ରମା କରିବା ସହିତ ପଞ୍ଚାୟତ କାର୍ଯ୍ୟଳୟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଧରିତ୍ରୀ ମାଝୀଙ୍କ ବହୁ ସମର୍ଥକ ଥିବାବେଳେ ପଞ୍ଚାୟତ ନିର୍ବାଚନରେ ଯଦି ସେ ନିର୍ବାଚିତ ହୁଅନ୍ତି ତାହେଲେ ଆଗାମୀ ଦିନରେ ସେ ଲୋକ ମାନଙ୍କୁ ସମସ୍ତ ମୌଳିକ ସୁବିଧା ସୁଯୋଗ ଯୋଗାଇଦେବାକୁ ପ୍ରତିଶୃତି ଦେଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମୋବାଇଲ ଟାୱାର ପାଇଁ,୫ଟି ଗ୍ରାମ ପଞ୍ଚାୟତରେ ନିର୍ବାଚନ ବର୍ଜନ,କୌଣସି ପଦବୀ ପାଇଁ ପ୍ରାର୍ଥୀ କଲେନାହିଁ ନାମାଙ୍କନ...

Fri Jan 21 , 2022
ନବୀନ ଦାସ(ଦେବଗଡ) ୨୧।୧-ମୋବାଇଲ ଟାୱାର ପାଇଁ,୫ଟି ଗ୍ରାମ ପଞ୍ଚାୟତରେ କୌଣସି ପଦବୀ ପାଇଁ ପ୍ରାର୍ଥୀ କଲେନାହିଁ ନାମାଙ୍କନ ।ନିର୍ବାଚନ ବର୍ଜନ ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ସହ ଆଲୋଚନାବି ବିଫଳ ହୋଇଛି । ମୋବାଇଲ ଟାୱାର ନହେଲେ ଭୋଟ୍ ବର୍ଜନ ନିଷ୍ପତ୍ତିରେ ଅଟଳ ରହିଛନ୍ତି ଅଞ୍ଚଳବାସୀ । ଏହି ୫ଟି ଗ୍ରାମ ପଞ୍ଚାୟତ ହେଲା ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ ଝରାଗୋଗୁଆ, ଗଣ୍ଡମ, ପାରପୋଷୀ, ଡିମିରିକୁଦା ଓ ଝାରମୁଣ୍ଡା ଗ୍ରାମବାସୀ । […]

You May Like

Pin It on Pinterest