ଆଜିର ଖାସ୍ ଖବର

୧-ଓ୍ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷରେ ପ୍ରଥମ ଟି- ଟ୍ୱେଣ୍ଟି ମ୍ୟାଚ ଜିତିଲା ଭାରତ।

୨-୨ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଂଚିବେ।

୩-୧୫ ହଜାର ଛାତ୍ରଛାତ୍ରୀଙ୍କୁ ମିଳିବ ଲାପଟପ -୨୦୧୯-୨୦ ଶିକ୍ଷାବର୍ଷ ପାଇଁ ଲାପଟପ ବଣ୍ଟନ ଆରମ୍ଭ।

୪-ରେଲଓ୍ଵେର ବଡ଼ କାର୍ଯ୍ୟାନୁଷ୍ଠାନ, ୩୨ ଅଫିସରଙ୍କୁ ବଳପୂର୍ବକ ଦିଆଗଲା ଅବସର।

୫-ଆସନ୍ତା ସୋମବାର ନୂଆ ଡିଜିପି ଭାବେ ଦାୟିତ୍ୱ ନେବେ ୧୯୮୬ ବ୍ୟାଚର IPS ଅଫିସର ଅଭୟ।

୬-ପୁରୀ ଶ୍ରୀମନ୍ଦିର ପରେ ଲିଙ୍ଗରାଜ ପାଳି, ଆସିବ ସ୍ୱତନ୍ତ୍ର ଆଇନ ହଟିବ ଜବରଦଖଲ।

୭-ଡ୍ୟୁଟି ବେଳେ ମୃତ୍ୟୁ ବରଣ କରିଥିବା ପୋଲିଂ ଅଫିସର ପ୍ରକାଶ ଥାଟୋଇଙ୍କୁ ମିଳିଲା ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି।

୮-ଟ୍ରାଫିକ ନିୟମ ଉଲଘଂନ ପାଇଁ ଭୁଲରେ ଚାଲାଣ କଟିିଥିଲେ ଟଙ୍କା ଫେରସ୍ତ ପାଇବେ ଗାଡ଼ି ଚାଳକ।

୯-୨୧ ତମ ଏସିଆ ମାଷ୍ଟରସ୍ ଆଥେଲେଟିକସ୍ ଚମ୍ପିୟାନସିପରେ ଓଡ଼ିଶାର ଟୁକୁ ସେଠୀଙ୍କୁ ରୌପ୍ୟ।

୧୦-ହାଇଦରାବାଦ:ରିଅଲ୍‌ ସିଂଘମ୍‌- ହାଇଦ୍ରାବାଦ ପୋଲିସ କମିଶନର ଭିସି ସଜ୍ଜନାଙ୍କ ,ବଳାତ୍କାରୀଙ୍କୁ ଏକାଉଣ୍ଟର, ସବୁଆଡୁ ପ୍ରଶଂସାର ସୁଅ।

୧୧-ଲୋକସଭାରେ ପାଇକ ଲୋକସଭାରେ ପାଇକ ରେଜିମେଣ୍ଟ ପ୍ରସ୍ତାବ ଉଠାଇଥିବାରୁ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଲେ ସମସ୍ତ ପାଇକ ସଂଗଠନ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sun Dec 8 , 2019
୧-କେନ୍ଦ୍ରାପଡ଼ାର ଜନମାନସର ପ୍ରତୀକ, ପ୍ରଖ୍ୟାତ ସମାଜବାଦୀ ନେତା, ଓଡ଼ିଶାର ପୂର୍ବତନ ମନ୍ତ୍ରୀ, ନିର୍ଭୀକ, ନିଷ୍ଠାପର, ସଚ୍ଚୋଟ, ସତ୍ୟବାଦୀ, ସଂଗ୍ରାମୀ ବରପୁତ୍ର ସର୍ବମାନ୍ୟ ଜନନେତା ଭାଗବତ ପ୍ରସାଦ ମହାନ୍ତି, ଗତକାଲି ରାତିରେ 93 ବର୍ଷ ବୟସରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । କେନ୍ଦ୍ରାପଡ଼ା କଜଳl ଠାରେ ସେ ନିଜେ ନିର୍ମାଣ କରିଥିବା ଶ୍ମଶାନ ( ସ୍ୱର୍ଗଦ୍ୱାର ) ଠାରେ, ତାଙ୍କର ଅନ୍ତିମ ସଂସ୍କାର କାର୍ଯ୍ୟ କରାଯିବ । ୨-ଦାରିଙ୍ଗବାଡିରେ ପାରଦ ୬.୫ […]

You May Like

Pin It on Pinterest