ରାଜ୍ୟରେ କମୁଛି କରୋନା ସଂକ୍ରାମିତଙ୍କ ସଂଖ୍ୟା ଗତ ୨୪ ଘଣ୍ଟା ମଧ୍ୟରେ ୫୯୦୧କରୋନା ସଂକ୍ରାମିତ ଚିହ୍ନଟ…

ଭୁବନେଶ୍ୱର: ୨୬।୦୧- ରାଜ୍ୟରେ କମୁଛି କରୋନା ସଂକ୍ରାମିତଙ୍କ ସଂଖ୍ୟା ।ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ,ଗତ ୨୪ ଘଣ୍ଟା ମଧ୍ୟରେ ୫୯୦୧ କରୋନା ସଂକ୍ରାମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୩୧୧୬୯ ଜଣକୁ ବୃଦ୍ଧି ପାଇଛି । ଏହି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୩୪୧୯ ଜଣ କ୍ୱାରେଣ୍ଟାଇନ୍‌ ରେ ରହିଥିବା ବେଳେ ୨୪୮୨ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି, ଏବଂ ୧୮ ବର୍ଷରୁ କମ୍‌ ବୟସର ୭୩୯ଜଣ ଚିହ୍ନଟ ହୋଇଥିବା ସୂଚନା ରହିଛନ୍ତି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୪୩୦ଜଣ ରହିଥିବା ବେଳେ,ମାଲକାନଗିରି ଜିଲ୍ଲାରୁ ୫୫ଜଣ ସଂକ୍ରମିତ ଅଛନ୍ତି । ସେହିପରି ଅନୁଗୁଳ ଜିଲ୍ଲାରୁ ୯୩ଜଣ, ବାଲେଶ୍ୱର ଜିଲ୍ଲାରୁ ୩୦୦ଜଣ, ବରଗଡ଼ ଜିଲ୍ଲାରୁ ୧୦୨ଜଣ, ଭଦ୍ରକ ଜିଲ୍ଲାରୁ ୯୬ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୮୪ଜଣ, ବୌଦ୍ଧ ଜିଲ୍ଲାରୁ ୭୮ଜଣ, କଟକ ଜିଲ୍ଲାରୁ ୪୦୨ଜଣ, ଦେଓଗଡ଼ ଜିଲ୍ଲାରୁ ୮୯ଜଣ, ଢେଙ୍କାନାଳ ଜିଲ୍ଲାରୁ ୭୩ଜଣ, ଗଜପତି ଜିଲ୍ଲାରୁ ୬୯ଜଣ, ଗଞ୍ଜାମ ଜିଲ୍ଲାରୁ ୯୫ଜଣ, ଜଗତସିଂହପୁର ଜିଲ୍ଲାରୁ ୮୨ଜଣ, ଯାଜପୁର ଜିଲ୍ଲାରୁ ୧୯୧ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୬୩ଜଣ, କଳାହାଣ୍ଡି ଜିଲ୍ଲାରୁ ୧୬୮ଜଣ, କନ୍ଧମାଳ ଜିଲ୍ଲାରୁ ୮୬ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୪୪ଜଣ, କେନ୍ଦୁଝର ଜିଲ୍ଲାରୁ ୧୨୮ଜଣ, କୋରାପୁଟ ଜିଲ୍ଲାରୁ ୬୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୪୯ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୧୩ଜଣ, ନୟାଗଡ଼ ଜିଲ୍ଲାରୁ ୧୮୦ଜଣ, ନୂଆପଡ଼ା ଜିଲ୍ଲାରୁ ୧୮୯ଜଣ, ପୁରୀ ଜିଲ୍ଲାରୁ ୧୧୭ଜଣ, ରାୟଗଡ଼ା ଜିଲ୍ଲାରୁ ୧୦୧ଜଣ, ସମ୍ବଲପୁର ଜିଲ୍ଲାରୁ ୧୩୮ଜଣ, ସୋନପୁର ଜିଲ୍ଲାରୁ ୮୬ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୫୪୫ଜଣ, ଷ୍ଟେଟ ପୁଲ୍‌ରୁ ୨୯୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମୋଦି ସରକାର ପଠାଉଥିବା ଟଙ୍କାର ଜଗୁଆଳି ହେବ ବିଜେପି,ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ବିଜେପିର ଇସ୍ତାହାର...

Thu Jan 27 , 2022
ଭୁବନେଶ୍ୱର: ୨୭।୦୧-ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ଉନ୍ମୋଚନ କରାଗଲା, ବିଜେପି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଇସ୍ତାହାର ଓ ଅଭିଯୋଗ ପତ୍ର । ରାଜ୍ୟ ବିଜେପିର ଘୋଷଣା ଅନୁଯାୟୀ, ପଞ୍ଚାୟତରେ ଗ୍ରାମସଭା, ପଲ୍ଲୀସଭା କରାଯିବ । ମୋଦି ସରକାର ପଠାଉଥିବା ଟଙ୍କାର ଜଗୁଆଳି ହେବ ବିଜେପି । ପଞ୍ଚାୟତ ସ୍ତରରେ ଵ୍ୟାପକ ଅର୍ଥ ଲୁଟ ହେଉଛି । ବିଜେଡି ନେତା ଲୁଟ […]

You May Like

Pin It on Pinterest