ଆଜିର ଖାସ୍ ଖବର

୧-ସରକାରୀ ଯୋଜନାରେ ଆଧାର ସଂଯୋଗ ବାଧ୍ୟତାମୂଳକ। ଆଧାର ଧରିବ ନକଲି ହିତାଧିକାରୀ।

୨-ଓଡିଶା ପୋଲିସ ନୂଆ ମୁଖ୍ୟଭାବେ ଆଜି ଦାୟିତ୍ୱ ଗ୍ରହଣ କରିବେ ଡିଜିପି ଅଭୟ।

୩-ଜୟପୁର: ମାନସିକ ଚାପ ହେତୁ ଡିଇଓଙ୍କ କାର୍ଯ୍ୟାଳୟରେ ରଶି ଲଗାଇ ଆତ୍ମହତ୍ୟା କଲେ ଶିକ୍ଷକ ନିରଞ୍ଜନ ପଣ୍ଡା।

୪-ଦେଶର ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍କଳ ବିଶ୍ୱ ବିଦ୍ୟାଳୟ ପ୍ରମୁଖ ସ୍ଥାନ ନେବ: ରାଷ୍ଟ୍ରପତି।

୫-ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ ଦର, ବଢୁଛି ଅଶୋଧିତ ତେଲ ଦାମ।

୬-୨୮ ଦିନ ପରେ ସୁସ୍ଥ ହୋଇ ଘରକୁ ଫେରିଲେ ସ୍ୱର ସାମ୍ରାଜ୍ଞୀ, ଟ୍ୱିଟ କରି ଦେଲେ ସୂଚନା।

୭-ଶୀଘ୍ର ମିଳୁ ନ୍ୟାୟ, ଏଥିପାଇଁ ସରକାର IPC ଏବଂ CRPCରେ ପରିବର୍ତ୍ତନ ପାଇଁ ପ୍ରସ୍ତୁତ-ଶାହା।

୮-ନୂଆଦିଲ୍ଲୀ: ବ୍ୟାଗ ଫ୍ୟାକ୍ଟ୍ରିରେ ନିଆଁ,୪୩ ମୃତ,୬୩ରୁ ଅଧିକଡାକ୍ତରଖାନାରେ ଭର୍ତ୍ତି।

୯-ଦ୍ଵୀତୀୟ T-20:ଭାରତକୁ ହରାଇ ସିରିଜ୍‌ରେ ୧-୧ ସ୍ଥିତିକୁ ଆସିଲା ୱେଷ୍ଟଇଣ୍ଡିଜ୍।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Wed Dec 11 , 2019
୧-ଆଉ ମିଳିବନି ଛାଡ , ଆସନ୍ତା ମାସ ୧୫ରେ ବିଲ୍ ନ ଦେଲେ ୧୬ରେ ବିଦ୍ୟୁତ୍ କାଟ୍ : ଚେତାଇଲେ ସେସୁ CEO ଅରୁଣ ବୋଥ୍ରା। ୨-୨୦୧୮ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ , ମିହିର ଦାସ ଶ୍ରେଷ୍ଠ ଅଭିନେତା, ଅର୍ଚ୍ଚିତା ଶ୍ରେଷ୍ଠ ଅଭିନେତ୍ରୀ।ବିଜୟ ମିଶ୍ର ପାଇବେ ଜୟଦେବ ପୁରସ୍କାର। ୩-ଭୁବନେଶ୍ବର: ଦୁଷ୍କର୍ମକାରୀଙ୍କୁ ଦଣ୍ଡ ଦେବା ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ। ରାଜ୍ୟରେ ଖୋଲିବ ୪୫ଟି […]

You May Like

Breaking News

Pin It on Pinterest