ଆଜିର ଖାସ୍ ଖବର

୧-ଭୁବନେଶ୍ୱର:୫୦ଲକ୍ଷର ଚୋରା ପଲିଥିନ ଜବତ।୫୦ହଜାର ଫାଇନ୍, ଘରମାଲିକକୁ ନୋଟିସ୍।

୨-5T ଅଧିନରେ ଉଚ୍ଚଶିକ୍ଷା ବିଭାଗ: ଶିକ୍ଷକ କରିବେ ୭ଘଣ୍ଟା ଡ୍ୟୁଟି, ଧନୀ ପିଲା ପାଇବେନି ଲାପଟପ୍‌।

୩-କନ୍ଧମାଳରେ ଖୋଲିଲା ବିକାଶର ବାଟ, କିସ୍‌ ଓ ଏମ୍‌ଡିଏଚ୍‌ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ।ବର୍ଷକ ମଧ୍ୟରେ ପ୍ରତିଷ୍ଠା ହେବ କିସ୍‌ର ଶାଖା।

୪-୫T ଅଧିନକୁ ଆସିଲା କୃଷି ବିଭାଗ: କୃଷି ଓ କୃଷକଙ୍କ କାର୍ଯ୍ୟଶୈଳିରେ ଉନ୍ନତି ଆସିବ, ମତାମତ ନେବେ ମୁଖ୍ୟମନ୍ତ୍ରୀ।

୫-ନାଗରିକତା ସଂଶୋଧନ ବିଲ: ପାକିସ୍ତାନକୁ ଭାରତର ଚେତାବନୀ, ଆମ ଆଭ୍ୟନ୍ତରୀଣ ମାମଲାରୁ ଦୂରେଇ ରୁହ।

୬-କେନ୍ଦ୍ରାପଡ଼ା:ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ପୋଲିସ SI ଜନ୍ମେଜୟ ମଲ୍ଲିକଙ୍କ ଘରେ ଭିଜିଲାନ୍ସ ଚଢାଉ।

୭-ଲିଙ୍ଗରାଜ ମନ୍ଦିର ପାଇଁ ପ୍ୟାକେଜ୍ ଘୋଷଣା, ଉଠା ଦୋକାନୀଙ୍କୁ ଦୁଇଟି କିସ୍ତିରେ ମିଳିବ ୩୦ ହଜାର ଟଙ୍କା।

୮-CABକୁ ବିରୋଧ,ଜଳୁଛି ଆସାମ ଓ ତ୍ରିପୁରା – ମୋବାଇଲ୍ ଓ ଇଣ୍ଟରନେଟ୍ ସେବା ଠପ୍।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat Dec 14 , 2019
୧-ବାଲେଶ୍ଵର ଷ୍ଟେସନରୁ ୯୭୦ ତୀର୍ଥଯାତ୍ରୀଙ୍କ ଟ୍ରେନରେ ହରିଦ୍ୱାର ଯାତ୍ରା, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨-ଆଜି ଉତ୍ତର ଓଡିଶାରେ ହୋଇପାରେ ଅଳ୍ପ ବର୍ଷା , ବିଭିନ୍ନ ସ୍ଥାନରେ କୋହଲା ପାଗ ସହ କୁହୁଡି ସମ୍ଭାବନା।୧୫ରରୁ ବଢିବ ଶୀତ। ୩-ପୁରୀ:ଆଜିଠୁ ମେରାଇନ ଡ୍ରାଇଭ୍ ଇକୋ ରିଟ୍ରିଟ୍।୪୯ଦିନ ଧରି ଚାଲିବ, ଖର୍ଚ୍ଚ ହେବ ୪.୮୨ କୋଟି। ୪-୨୬ରେ କେତୁ ଗ୍ରସ୍ତ ସୂର୍ଯ୍ୟପରାଗ। ସକାଳ ୮ଟା ୨୦ମିନିଟ ୮ସେକେଣ୍ଡରେ ହେବ ଗ୍ରହଣ ସ୍ପର୍ଶ। […]

You May Like

Pin It on Pinterest