୧-ବାଲେଶ୍ଵର ଷ୍ଟେସନରୁ ୯୭୦ ତୀର୍ଥଯାତ୍ରୀଙ୍କ ଟ୍ରେନରେ ହରିଦ୍ୱାର ଯାତ୍ରା, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
୨-ଆଜି ଉତ୍ତର ଓଡିଶାରେ ହୋଇପାରେ ଅଳ୍ପ ବର୍ଷା , ବିଭିନ୍ନ ସ୍ଥାନରେ କୋହଲା ପାଗ ସହ କୁହୁଡି ସମ୍ଭାବନା।୧୫ରରୁ ବଢିବ ଶୀତ।
୩-ପୁରୀ:ଆଜିଠୁ ମେରାଇନ ଡ୍ରାଇଭ୍ ଇକୋ ରିଟ୍ରିଟ୍।୪୯ଦିନ ଧରି ଚାଲିବ, ଖର୍ଚ୍ଚ ହେବ ୪.୮୨ କୋଟି।
୪-୨୬ରେ କେତୁ ଗ୍ରସ୍ତ ସୂର୍ଯ୍ୟପରାଗ। ସକାଳ ୮ଟା ୨୦ମିନିଟ ୮ସେକେଣ୍ଡରେ ହେବ ଗ୍ରହଣ ସ୍ପର୍ଶ।
୫-ଓଡ଼ିଶାରେ ଲାଗୁହେବ ନାହିଁ ଏନଆରସି, ମୁସଲିମ ଭାଇଉଭଣୀ ଭୟଭୀତ ନହେବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ।
୬-ଲଞ୍ଚ୍ ହେଲା ଏମ୍-ଆଧାର ଆପ୍, ଓଡିଆ ଭାଷାର ବ୍ୟବହାର ସହ ରହିଛି ବହୁତ ସବୁ ସୁବିଧା।ଏହି ଆପ୍ ମାଧ୍ୟମରେ ଆବେଦନ କଲେ ମାତ୍ର ୫୦ ଟଙ୍କାରେ ଆଧାରର ନକଲ ମାତ୍ର ୧୫ ଦିନ ମଧ୍ୟରେ ପ୍ରଦତ୍ତ ଠିକଣାରେ
୭-ଏବେ ଫ୍ରି କଲିଂ ଓ ଡାଟା ଉପରେ ରୋକ୍ ଲଗାଯାଇ ପାରେ – ଟ୍ରାଇ ଦେଇଛି ସଙ୍କେତ।
୮-ଆନ୍ଧ୍ର କ୍ୟାବିନେଟରେ ‘ଦିଶା ବିଲ୍-୨୦୧୯’କୁ ମଞ୍ଜୁରୀ : ୨୧ ଦିନରେ ବଳାତ୍କାରୀକୁ ମୃତ୍ୟୁଦଣ୍ଡ।
୯-ନାରୀଙ୍କୁ ଦେବା ସମ୍ମାନ! ଦିଲ୍ଲୀରେ ଶିକ୍ଷାନୁଷ୍ଠାନ ଛାତ୍ର ନେବେ ଶପଥ, ଘୋଷଣା କଲେ କେଜରିୱାଲ।