ଭୁବନେଶ୍ୱର(ବାସ୍ତବ ଟିଭି): ଗଣମାଧ୍ୟମରେ ବୁଲୁଥିବା କଂଗ୍ରେସର ପ୍ରାର୍ଥୀ ତାଲିକା ଠିକ୍ ନୁର୍ହେ ବୋଲି ସୂଚନା ଦେିଛନ୍ତି କଂଗ୍ରେସର ମିଡ଼ିଆ ସେଲ ଅଧକ୍ଷ ସତ୍ୟ ନାୟକ । ସେ କହିଛନ୍ତିକି, ପିସିସି ଅଫିସରୁ ଏଭଳି କୌଣସି ତାଲିକା ପ୍ରକାଶ ପାଇନାହିଁ । ଗଣମାଧ୍ରମରେ ବୁଲୁଥିବା ଏଭଳି ତାଲିକା କେବଳ ଦ୍ୱନ୍ଦ ସୃଷ୍ଯି କରୁଛି । ଗଣମାଧ୍ୟମରେ ବୁଲୁଥିବା ତାଲିକାକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି ସେ କହିଛନ୍ତି । ତେବେ ପିଇସି ପକ୍ଷରୁ ୨୧ଲୋସଭା ଓ ୧୪୭ ବିଧାନସଭା ଆସନ ପାଇଁ ତାଲିକା ହୋଇଛି । ଏବଂ ତାକୁ ସିଇସି ଓ ଏଆଇସିସିକୁ ପଠାଯାଇଛି ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
Next Post
ଭାଉଜକୁ ମାରିଲା କିଏ ? ସନ୍ଦେହ ଘେରରେ ଦିଅର !
Thu Mar 7 , 2019
ହରିଚନ୍ଦନପୁର(ବାସ୍ତବ ଟିଭି): ହରିଚନ୍ଦନପୁର ଦଶନାଇ ଗାଁରେ ଘଟିଛି ଅଭାବନୀୟ ଘଟଣା । ଜଣେ ବିବାହିତା ମହିଳାଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି । ହତ୍ରା କାରଣ ଏଯାଏଁ ସ୍ପଷ୍ଟ ହୋଇନଥିଲେ ମଧ୍ୟ ପୋଲିସ୍ ଦିଅରକୁ ସନ୍ଦେହ ଘେରରେ ରଖିଛି । ସୂଚନା ମୁତାବକ ଉମେଶଙ୍କ ତିନି ଭାଇ ଭାଉଜ ଥିଲେ ମଧ୍ୟ ଏକ ଘରୋଇ କଂମ୍ପାନୀରେ ଚାକିରି କରୁଥିବାରୁ ସମସ୍ତେ ଦିଲ୍ଲୀରେ ରହୁଥିଲେ । କେବଳ ଉମେଶ(୨୪) […]

You May Like
-
4 years ago
ଆଜିର ଖାସ୍ ଖବର
-
4 years ago
ରୋଗୀଙ୍କ ଦୁରାବସ୍ଥା ଦେଖି କାନ୍ଦିଲେ ଡାକ୍ତର….
-
4 years ago
ଆଜିର ଖାସ୍ ଖବର