୧-ଟଳୁନି ପିଆଜ ସଂକଟ, ପୁଣି ଟପିଲା ୧୪୦।
୨-ଦୁଇ ଦିନିଆ କନ୍ଧମାଳ ଗସ୍ତ ଅବସରରେ ବିଭିନ୍ନ ବାଳାଶ୍ରମ, ଜରାଶ୍ରମ ଓ ଅନାଥାଶ୍ରମରେ ଶିଶୁ ଓ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କଲେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ।
୩-କଟକରେ କ୍ରିକେଟ ଫିଭର, ଭାରତୀୟ ଖେଳାଳୀଙ୍କୁ ଉତ୍ସାହିତ କରିବା ପାଇଁ ବିରାଟ କୋହଲି, ଧୋନୀ, ଶିଖର ଧାଓ୍ଵନଙ୍କ ଭଳି ହେୟାର ଷ୍ଟାଇଲ କରୁଛନ୍ତି କ୍ରୀଡ଼ା ପ୍ରେମୀ।
୪-ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଶିବାନୀ ବେହେରାଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ୍। ପ୍ରେମିକ ନୁହେଁ ଭାଉଜ ହିଁ ହତ୍ୟାକାରୀ।
୫-ହେଟମେୟର ଓ ହୋପଙ୍କ ଶତକ ବଳରେ ପ୍ରଥମ ଦିନିକିଆରେ ୮ ଓ୍ୱିକେଟରେ ଜିତିଲା ଇଣ୍ଡିଜ୍।
୬-ବାଧ୍ୟତାମୂଳକ: ପାନକୁ ଆଧାର ସହ ସଂଯୋଗ କରିବାର ଶେଷ ତାରିଖ ଡିସେମ୍ବର ୩୧।
୭-ଲଣ୍ଡନ: ୨୦୧୯ ପାଇଁ ବିଶ୍ବ ସୁନ୍ଦରୀ ହୋଇଛନ୍ତି ଜାମାଇକାର ଟୋନି-ଆନ୍ ସିଂହ ।
୮-ନାଗରିକତା ଆଇନ: ଦିଲ୍ଲୀରେ ଉଗ୍ର ରୂପ ନେଲା ବିରୋଧ ପ୍ରଦର୍ଶନ, ଜାଳି ଦେଲେ ୩ ବସ୍। ପଶ୍ଚିମ ବଙ୍ଗରେ ବି ଭୀଷଣ ହିଂସାକାଣ୍ଡ,୭୮ଟ୍ରେନ ବାତିଲ।



