ଆଜିର ଖାସ୍ ଖବର

୧-ହୀରାକୁଦର ନିଷିଦ୍ଧାଞ୍ଚଳ: ଏଲିନାଙ୍କ ପରେ ଭୁଲ ମାଗିଲେ ପ୍ରକୃତି, କହିଲେ ଜାଣି ନଥିଲୁ ସେଠାରେ ଫଟୋ ଓ ଭିଡ଼ିଓ ମନା ।

୨-କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା ହୃଦରୋଗ ପାଇଁ ସ୍ୱତନ୍ତ୍ର ୱାର୍ଡ଼ ।

୩-ବାଲେଶ୍ବର:ଗୋଟିଏ ମୋବାଇଲ କିଣିଲେ ୫ କିଲୋ ପିଆଜ ଫ୍ରି, ସପ୍ତାହେ ରହିବ ଅଫର ।

୫-ଯାଜପୁର:ନକଲି ଅଟା କାରଖାନା ଉପରେ ଚଢ଼ାଉ, ବିପୁଳ ଅଟା ଜବତ

୫-ଭଦ୍ରକ :ଗାଁ ଦାଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା , ଶିଶୁଙ୍କ ଉପରେ ମାଡ଼ିଗଲା ଧାନକଳେଇ ଟ୍ରାକ୍ଟର, ଜଣେ ମୃତ ଜଣେ ଗୁରୁତର ।

୬-ଅଯୋଧ୍ୟାରେ ଚାରି ମାସରେ ନିର୍ମାଣ ହେବ ନଭଶ୍ଚୁମ୍ଵି ରାମ ମନ୍ଦିର-ଅମିତ ଶାହ ।

୭- କିଟ୍‌ ପରିସରରେ ଉଦଘାଟିତ ହେଲା କିଟର ସର୍ବବୃହତ ବୈଷୟିକ-ସାଂସ୍କୃତିକ ମହାକୁମ୍ଭ ‘କିଟ ଫେଷ୍ଟର’ ଷଷ୍ଠ ସଂସ୍କରଣ ।

୮-ମହିଳାଙ୍କ ସଂପର୍କିତ ଅପରାଧୀଙ୍କୁ ମିଳିବନି ନିସ୍ତାର, ଜାନୁଆରୀ ୨ରୁ ଭୁବନେଶ୍ୱର, କଟକରେ ନିୟୋଜିତ ହେବେ ସ୍ପେସାଲ ପୋଲିସ ଅଫିସର ।

୯-ଜାମିଆ ଓ ଏଏମୟୁରେ ପ୍ରଦର୍ଶନକୁ ନେଇ ଆଜି ସୁପ୍ରିମକୋର୍ଟରେ ସିଜେଆଇ ପୀଠ କରିବ ଶୁଣାଣି ।

୧୦-ନୂଆଦିଲ୍ଲୀ:ଶିକ୍ଷାବିତ୍‌ ଓ ସମାଜସେବୀ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କୁ, IFGE ପକ୍ଷରୁ ମିଳିଲା ‘ଆଉଟଷ୍ଟାଣ୍ଡିଂ ଗ୍ରୀନ୍‌ ଆକ୍ଟିଭିଷ୍ଟ’ ସମ୍ମାନ ।

୧୧-ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ଵାଣେ ହେବେ ପରବର୍ତ୍ତୀ ସେନାଧ୍ୟକ୍ଷ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଯାତ୍ରୀ ହନ୍ତସନ୍ତ...ଆଜି ବି ଟ୍ରେନ୍ ବାତିଲ,ସବୁଠି ନାଗରିକତା ସଂଶୋଧନ ଆଇନ୍ କୁ ବିରୋଧ

Tue Dec 17 , 2019
ଭୁବନେଶ୍ବର (ବାସ୍ତବ ବ୍ୟୁରୋ): ଦକ୍ଷିଣ ପୂର୍ବାଞ୍ଚଳ ରେଳପଥର ହାଓଡ଼ା-ଖଡ଼ଗପୁର ସେକ୍ସନର ବିଭିନ୍ନ ରେଳ ଷ୍ଟେସନରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ବିକ୍ଷୋଭ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରୁ ଛାଡ଼ିବାକୁ ଥିବା ଓ ଓଡ଼ିଶା ମଧ୍ୟ ଦେଇ ଯିବା ଆସିବା କରୁଥିବା କିଛି ଟ୍ରେନ୍ ଆଜି ବି ବାତିଲ୍‌ କରାଯାଇଛି। ହାଓଡ଼ାରୁ ବାହାରୁଥିବା ସିଆଲ୍‌ଦା-ପୁରୀ ଏକ୍ସପ୍ରେସ୍‌, ହାଓଡ଼ା‌-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍‌, ହାଓଡ଼ା-ଯଶବନ୍ତପୁର ଏକ୍ସ‌େପ୍ରେସ୍‌, ହାଓଡ଼ା-ଚେନ୍ନାଇ ‌ମେଲ୍‌ ଏକ୍ସପ୍ରେସ୍‌, […]

You May Like

Pin It on Pinterest