ଆଜିର ଖାସ୍ ଖବର

୧-ଶ୍ରୀମନ୍ଦିର ପରିଚାଳନା ବୈଠକରେ ନିଷ୍ପତ୍ତି : ପୁରୀ ମାଟିତୋଟାରେ ହେବ ହଜାରେ ରୁମ୍ ବିଶିଷ୍ଟ ‘ଭକ୍ତ ନିବାସ’

୨-ଆହୁରି ୩-୪ ଦିନ ପ୍ରବଳ ଶୀତ- ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ।

୩-ଝିଲ୍ଲି ଦଳବେହେରା ପାଇଲେ ଏକଲବ୍ୟ କ୍ରୀଡ଼ା ପୁରସ୍କାର।

୪-କେନ୍ଦ୍ର ସରକାରଙ୍କ ସୁକନ୍ୟା ସମୃଦ୍ଧି ଯୋଜନାରେ ବୃଦ୍ଧି ହେଲା ସୁଧର ହାର, ୧୫ ବର୍ଷରେ ମିଳିବ ୭୩ ଲକ୍ଷ ଟଙ୍କା।

୫-କେନ୍ଦ୍ରାପଡ଼ା ନିପାଣିଆ ଡଙ୍ଗା ବୁଡ଼ି ଘଟଣା: ସବିତା ଗିରି ଓ ପୂର୍ଣ୍ଣିମା ଗିରି ପାଇବେ ଜାତୀୟ ସାହସିକତା ପୁରସ୍କାର।

୬-ନିଜ ବିଜ୍ଞାପନ ପେଜରେ ଭୁଲ ତଥ୍ୟ ଦେଉଥିବା ଅଭିଯୋଗରେ ଗୁଗଲ କମ୍ପାନୀ ଉପରେ ଫ୍ରାନ୍ସ ସରକାର ଲଗେଇଲେ ୧୧୮୫ କୋଟି ଟଙ୍କାର ଜୋରିମାନା।

୭-ନାଗରିକତା ପ୍ରମାଣିତ କରିବାର ପ୍ରକ୍ରିୟା ହେବ ସହଜ, କାହାରି କିଛି ସମସ୍ୟା ହେବ ନାହିଁ: ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ।

୮-CAA ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ଜାରି, ଜଳୁଛି ୟୁପି, ପୋଲିସ ଗୁଳିରେ ୬ ମୃତ।

୯-କଟକ: ଆଜି ବାରବାଟୀରେ ଭାରତ ଓ ଇଣ୍ଡିଜ୍ ଖେଳାଳିଙ୍କର ଅଭ୍ୟାସ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sun Dec 22 , 2019
୧-LOCରେ ଯୁଦ୍ଧବିରତି ଉଲ୍ଲଂଘନ ଲାଗି ପାକିସ୍ତାନକୁ କଡା ଜବାବ, ତିନି ପାକ୍ ଜବାନ ନିହତ। ୨-କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ DDUGKY ଯୋଜନାରେ ,ଯୁବକ ଓ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ, ରାଜ୍ୟ ଭିତରୁ ୨୮ଟି ଓ ରାଜ୍ୟ ବାହାରରୁ ୧୮ଟି କମ୍ପାନୀରେ କରିବେ ଚାକିରି। ୩-ଆଜି ବାରବାଟୀ ମ୍ୟାଚ ପାଇଁ କଟକରେ ସକାଳ ୮ଟାରୁ ଟ୍ରାଫିକ କଟକଣା ଲାଗୁ, ଖେଳ ଶେଷ ହେବା ପର୍ଯ୍ୟନ୍ତ ଲାଗି ରହିବା କଟକଣା। ୪-ଭୁବନେଶ୍ୱର: ରାଜ୍ୟରେ […]

You May Like

Pin It on Pinterest