୧-LOCରେ ଯୁଦ୍ଧବିରତି ଉଲ୍ଲଂଘନ ଲାଗି ପାକିସ୍ତାନକୁ କଡା ଜବାବ, ତିନି ପାକ୍ ଜବାନ ନିହତ।
୨-କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ DDUGKY ଯୋଜନାରେ ,ଯୁବକ ଓ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ, ରାଜ୍ୟ ଭିତରୁ ୨୮ଟି ଓ ରାଜ୍ୟ ବାହାରରୁ ୧୮ଟି କମ୍ପାନୀରେ କରିବେ ଚାକିରି।
୩-ଆଜି ବାରବାଟୀ ମ୍ୟାଚ ପାଇଁ କଟକରେ ସକାଳ ୮ଟାରୁ ଟ୍ରାଫିକ କଟକଣା ଲାଗୁ, ଖେଳ ଶେଷ ହେବା ପର୍ଯ୍ୟନ୍ତ ଲାଗି ରହିବା କଟକଣା।
୪-ଭୁବନେଶ୍ୱର: ରାଜ୍ୟରେ ୪୨୯୧ ପଞ୍ଚାୟତରେ ବ୍ୟାଙ୍କ ସେବା ଯୋଗାଇ ଦେବେ ରାଜ୍ୟ ସରକାର।
୫-ସେସୁକୁ ଅଧିଗ୍ରହଣ କରିବ ଟାଟା ପାୱାର, ଏପ୍ରିଲରୁ ନୂଆ ମାଲିକାନା।
୬-ମହାରାଷ୍ଟ୍ର ଚାଷୀଙ୍କୁ ଉଦ୍ଧବଙ୍କ ଭେଟି, ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ, ବିଧାନସଭା ଶେଷ ଦିନରେ କଲେ ଘୋଷଣା।
୭-Alphabet ର ନୂଆ CEO ଭାବେ ୨୦୦ ପ୍ରତିଶତ ବଢିଲା ସୁନ୍ଦର ପିଚାଇଙ୍କ ବେତନ, ନୂଆ ବର୍ଷରେ ଦରମା ପାଇବେ ବାର୍ଷିକ ୨ ନିୟୁତ ଡଲାର।
୮-CAA ବିରୋଧରେ ସାରା ଦେଶରେ ପ୍ରଦର୍ଶନ ଜାରି- ଉତ୍ତରପ୍ରଦେଶରେ ପ୍ରାଣ ହରାଇଲେଣ ୧୪ ଜଣ।