ଚାନ୍ଦବାଲି ବ୍ଲକ ୧ନମ୍ଵର ଜୋନର ବିଜେଡ଼ି ଜିଲ୍ଲା ପରିଷଦ ପ୍ରାର୍ଥୀ ବିଜୟୀ…

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ବ୍ଲକ ୧ନମ୍ଵର ଜୋନର ବିଜେଡ଼ି ଜିଲ୍ଲା ପରିଷଦ ପ୍ରାର୍ଥୀ ବିଜୟୀ । ଚାନ୍ଦବାଲି ବ୍ଲକ ୧ନମ୍ଵର ଜୋନର ଜିଲ୍ଲା ପରିଷଦ ବିଜେଡ଼ି ପ୍ରାର୍ଥୀ ୧୫୨୭୦ ଖଣ୍ଡ ଭୋଟ ପାଇଥିବା ବେଳେ , ବିଜେପି ୧୧୭୯୨ ଖଣ୍ଡ, କଂଗ୍ରେସ ୧୫୬୫ ଖଣ୍ଡ, ଓ ସିପିଆଇ ୩୨ଖଣ୍ଡ ଭୋଟ ପାଇଛି । ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ୩୪୭୮ ଖଣ୍ଡ ଭୋଟରରେ ବିଜୟୀ ହୋଇଛନ୍ତି।

ଏଥିସହ ବିଜେପି ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀ ୨ ଏବଂ ବିଜେଡ଼ି ସମର୍ଥିତ ୬ ପ୍ରାର୍ଥୀ ବିଜୟଲାଭ କରିଥିବାବେଳେ। ବିଜେପିର ୨ ସରପଞ୍ଚ (ଆରଡ଼ି,ଘଟପୁର) ଏବଂ ବିଜେଡ଼ିର ୬ ସରପଞ୍ଚ (ଆରଡ଼ି,ଓଲଗ,ଖେରଙ୍ଗ,ନାନ୍ଦପୁର, ଭୂଇଁବୃତ୍ତି, ସୁନ୍ଦର ପୁର) ବିଜୟୀ ହୋଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sun Feb 27 , 2022
ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୫୧ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୬୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୪୮୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୮୨୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୨୯୨୨ଜଣ ସୁସ୍ଥ ହୋଇଛନ୍ତି […]

You May Like

Pin It on Pinterest