ଭୁବନେଶ୍ୱର ରେଳଷ୍ଟେସନରୁ ଧରାପଡିଲା ପ୍ରାୟ ୧୫ କୋଟିରୁ ଅଧିକ ଟଙ୍କାର ସୁନା…

ଭୁବନେଶ୍ୱର: କୋଣାର୍କ ଏକ୍ସପ୍ରେସରେ ଆସିଥିବା ପ୍ରାୟ ୧୫ କୋଟିରୁ ଅଧିକ ଟଙ୍କାର ସୁନା ,ଭୁବନେଶ୍ୱର ରେଳଷ୍ଟେସନରୁ ଧରାପଡିଲା |ଏହା ପ୍ରାୟ ୩୨କିଲୋଗ୍ରାମରୁ ଅଧିକ ଓଜନର ହେବ | ସୁନା ଅଳଙ୍କାରଗୁଡିକ ମୁମ୍ବାଇରୁ ୪ଟି ବ୍ୟାଗରେ ଟ୍ରେନ‌ ଯୋଗେ ଭୁବନେଶ୍ବର ଆସିଥିଲା । ଯାହା ଜିଆରପି ଧରିବାରେ ସକ୍ଷମ ହୋଇଛି |

ସୂଚନା ଅନୁଯାୟୀ, ଜିଆର୍‌ପିକୁ କୋଣାର୍କ ଏକ୍ସପ୍ରେସ୍‌ରେ ସୁନା ଆସୁଥିବା ପୂର୍ବ ସୂଚନା ମିଳିଥିଲା । ଏହି ଆଧାରରେ ଜିଆର୍‌ପି ଚଢାଉ କରିଥିଲା । ତେବେ ଏହି ଚଢାଉରେ ଜିଆର୍‌ପିକୁ ୪ଟି ବ୍ୟାଗ୍‌ରୁ ପାଖାପାଖି ୩୨ କେଜି ସୁନା ଜବତ ହୋଇଥିଲା । ଯାହାର ମୂଲ୍ୟ ପ୍ରାୟ ୧୫ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ତେବେ ଏତେ ପରିମାଣରେ ସୁନା କାହିଁକି ଆଣୁଥିଲେ, ସେନେଇ କିଛି ସ୍ପଷ୍ଟ ହୋଇନି ।ହି ଘଟଣାରେ ୪ ଜଣ ଅଟକ ଥିବାବେଳେ । ବର୍ତ୍ତମାନ ଆୟକର ବିଭାଗ ଛାନଭିନ ଜାରି ରଖିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପିଲାଙ୍କ ଆଧାର ଏପର୍ଯ୍ୟନ୍ତ ଯଦି ନକରିଛନ୍ତି,ତୁରନ୍ତ କରି ନିଅନ୍ତୁ ,ନଚେତ୍ ଅନେକ ଅସୁବିଧାରେ ପଡିବେ...

Wed Mar 2 , 2022
ବାସ୍ତବବ୍ୟୁରୋ:ଆଧାର କାର୍ଡ ଏହି ସମୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ହୋଇପାରିଛି | ଶିଶୁ ହେଉ କି ବୃଦ୍ଧ ବ୍ୟକ୍ତି, ସମସ୍ତଙ୍କ ପାଇଁ ଆଧାର ଜରୁରୀ ହୋଇପଡ଼ିଛି | ଆଧାର କାର୍ଡ କେବଳ ଏକ ପରିଚୟ ପତ୍ର ନୁହେଁ, ବରଂ ଏହା ମାଧ୍ୟମରେ ଆପଣ ଅନେକ ପ୍ରକାରର ସରକାରୀ ଯୋଜନାର ଲାଭ ମଧ୍ୟ ନେଇପାରିବେ | ଆସନ୍ତୁ ଆପଣଙ୍କୁ କହିବା ଯେ ଭାରତର ଛୋଟ ପିଲାମାନଙ୍କ ପାଇଁ ମଧ୍ୟ ଆଧାର କାର୍ଡ […]

You May Like

Pin It on Pinterest