ଆଜିର ଖାସ୍ ଖବର

୧-CAA ଏବଂ NRC ନେଇ ମୋଦିଙ୍କ ଜବାବ: ମିଛ ପ୍ରଚାର କରୁଛନ୍ତି ବିରୋଧୀ।

୨-ଆସନ୍ତା ୨୭ରେ ବଲାଙ୍ଗିର ଆସିବେ ଉପରାଷ୍ଟ୍ରପତି, ଲୋକାର୍ପିତ କରିବେ ବିପିସିଏଲ ବଟଲିଂ ପ୍ଲାଣ୍ଟ।

୩-ମଧ୍ୟମ ଧରଣର କୁହୁଡି ସହିତ ୨୪ରୁ ୨୭ ତାରିଖ ଯାଏଁ ଓଡିଶାରେ ବର୍ଷା ସମ୍ଭାବନା।

୪-ଲକ୍ଷ୍ନୌ:ମହଙ୍ଗା ପଡିଲା CAA ବିରୋଧ: ୟୁପିର ସାର୍ବଜନିକ ସ୍ଥଳରେ ଲାଗିଲା ଦଙ୍ଗାକାରୀଙ୍କ ଫଟୋ, ସମ୍ପତ୍ତି ନଷ୍ଟ ଲାଗି ଜାରି ହେଲା ନୋଟିସ୍।

୫-ଆଜି ଝାଡ଼ଖଣ୍ଡ ବିଧାନସଭା ଭୋଟ ଗଣତି।

୬-କିଟ୍ ରେ ୭୨ତମ ଭାରତୀୟ ବାଣିଜ୍ୟ ସମ୍ମୀଳନୀ ଉଦଘାଟିତ।
ବାଣିଜ୍ୟର ବିଭିନ୍ନ ଦିଗ ଉପରେ ହେଲା ଆଲୋଚନା ଓ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳାୟର କୁଳପତିମାନେ ହେଲେ ଏଥିରେ ସମ୍ମାନୀତ।

୭-କଟକରେ ଗର୍ଜିଲା ବିରାଟ-ରୋହିତ-ଲୋକେଶଙ୍କ ବ୍ୟାଟ୍, ବାରବାଟୀ ଲଢ଼େଇ ଜିତି ଇଣ୍ଡିଜ ବିପକ୍ଷରେ କ୍ରମାଗତ ୧୦ମ ଶୃଙ୍ଖଳା ଜିତିଲା ଭାରତ।

୮-CESU ଘରୋଇକରଣ ପ୍ରକ୍ରିୟା ଆଗେଇଲା, ଟାଟା ପାୱାରକୁ ୫୧% ଅଂଶଧନ ବିକ୍ରି ହେବ!

୯-ଭଦ୍ରକ:ବିଦ୍ୟାଳୟରେ କୋମଳମତି ଛାତ୍ରଛାତ୍ରୀଙ୍କୁ ଖରାରେ ଆଣ୍ଠେଇ ଦେଲେ ପଦ୍ମପୋଖରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ : ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷୟତ୍ରୀ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Tue Dec 24 , 2019
୧-ଆଗାମୀ ଟ୍ବେଣ୍ଟି-୨୦ ଓ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା : ବୁମରା ଓ ଧାୱନଙ୍କ ପ୍ରତ୍ୟାବର୍ତ୍ତନ। ୨-ପିଆଜ ପରେ ଆଳୁ ପାଳି !ଖୁଚୁରା ବଜାରରେ ଦାମ ରହିଛି ୩୦ ଟଙ୍କା। ୩-୬୮ତମ ସିନିୟର ଜାତୀୟ ଭଲିବଲ୍‌ (ପୁରୁଷ ଓ ମହିଳା) ଚାମ୍ପିୟନସିପ୍‌ ୨୦୧୯, କିଟ୍‌ ପରିସରରେ ଆସନ୍ତା ୨୫ ତାରିଖରୁ ଅନୁଷ୍ଠିତ ହେବ।ସମଗ୍ର ଦେଶରୁ ୭୦ ଟି ଦଳ ଓ ୧୨ ଶହରୁ ଅଧିକ ଖେଳାଳି ଓ […]

You May Like

Pin It on Pinterest