ଚାନ୍ଦବାଲି ଏନ୍ ଏ ସି ରେ ଆଜି ନାମାଙ୍କନ କଲେ ୧୭ କାଉନସିଲର ପ୍ରାର୍ଥୀ ଓ ଜଣେ ଅଧ୍ୟକ୍ଷ ପ୍ରାର୍ଥୀ …

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୦୬/୦୩ -ଚାନ୍ଦବାଲି ଏନ ଏ ସି ନାମାଙ୍କନ ପତ୍ର ଦାଖଲର ଷଷ୍ଠ ଦିନରେ ୩ ପ୍ରମୁଖ ଦଳର ୧୭ କାଉନ୍‌ସିଲର ଓ ଜଣେ ଅଧ୍ୟକ୍ଷ ପ୍ରାଥୀନୀଙ୍କ ନାମାନଙ୍କ ପତ୍ର ଦାଖଲ lପୌର ନିର୍ବାଚନ ପାଇଁ ଚାନ୍ଦବାଲି ବିଜ୍ଞାପିତ ଅଂଚଳରେ ୩ ରାଜନୈତିକ ଦଳ ପକ୍ଷରୁ ଚାଲିଛି କଡ଼ା ଟକର ।

୨ ତାରିଖରୁ ୭ ତାରଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ ଶେଷ ଦିନ ମଧ୍ୟରେ ଆଜି ଷଷ୍ଠ ଦିନରେ ବିଜେପି ଦଳର ୫ ନମ୍ବର ୱାର୍ଡ଼ରୁ କାଉନ୍‌ସିଲର ଭାବେ ଚନ୍ଦନ ରାଉତ ଓ ବିଜେଡ଼ି ଦଳର ୪ ନମ୍ବର ୱାର୍ଡ଼ରୁ କାଉନସିଲର ଭାବେ ପାର୍ଥୀନୀ ରିତୁପୁର୍ଣ୍ଣା ଦାଶ ନାମାଙ୍କନ ପତ୍ର ଦାଖଲ କାରିଥିବା ବେଳେ
ବାଲିଗାଁରେ ବିଜେଡ଼ି ଓ କଂଗ୍ରେସ ଦଳ ପକ୍ଷରୁ ୧୧, ୧୨, ୧୩, ୧୪, ୧୫ ନମ୍ବର ୱାର୍ଡ଼ରୁ କାଉନ୍‌ସିଲର ମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମୋଟ ୧୭ଜଣ କାଉନସିଲର ସହ ଗୋଟିଏ ଅଧ୍ୟକ୍ଷ ପଦବୀ ପାଇଁ ନାମାନଙ୍କ ପତ୍ର ଦାଖଲ ହୋଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅତାବିରା ପୋଲିସ ଦ୍ବାରା ବିପୁଳ ପରିମାଣର ଗଂଜେଇ ଜବତ ୬ ଗିରଫ...

Sun Mar 6 , 2022
ନବୀନ ଦାଶ(ବରଗଡ଼): ରାଜ୍ୟରେ ଦିନକୁ ଦିନ ମଦ,ଗଞ୍ଜାଇ ଓ ନିଶା ମାଫିଆ ଙ୍କ ଆତଙ୍କ ହୁ ହୁ ହେଇ ବଢ଼ି ଚାଲିଥିବାବେଳେ ଅଣାୟତ୍ତ ହୋଇଛି ନିଶା କାରବାର। ଯାହା ବରଗଡ଼ଜିଲ୍ଲା ଅତାବିରା ପୋଲିସ ଦ୍ୱାରା ବିପୁଳ ପରିମାଣ ର ଗଞ୍ଜାଇ ଜବତ ହୋଇଥିବା ପୋଲିସ ସୂତ୍ର ରୁ ସୂଚନା ମିଳିଛି। ବିଶ୍ଵସ୍ତ ସୂତ୍ର ରୁ ଖବର ପାଇ ଅତାବିରା ପୋଲିସ ଆଇଆଇସି ଅନୀଲ କୁମାର ପ୍ରଧାନ ଙ୍କ ନେତୃତ୍ୱ ରେ […]

You May Like

Pin It on Pinterest