କଟକ ଚାନ୍ଦବାଲି ମୁଖ୍ୟ ରାଜପଥକୁ ସଂଯୋଗ କରୁଥିବା ତରାସ-ଦେଉଳି ଆର୍ ଡି ରାସ୍ତା ତରାସ ନେତାଜୀ ଛକଠାରେ ମର୍ମଦୁତ ସଡକ ଦୁର୍ଘଟଣା…

ଆଶିଷ କୁମାର ନାୟକ( ରାଜକନିକା): କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ କଟକ ଚାନ୍ଦବାଲି ମୁଖ୍ୟ ରାଜପଥକୁ ସଂଯୋଗ କରୁଥିବା ତରାସ-ଦେଉଳି ଆର୍ ଡି ରାସ୍ତା ତରାସ ନେତାଜୀ ଛକଠାରେ ଏକ ମର୍ମଦୁତ ସଡକ ଦୁର୍ଘଟଣା |

ଏହି ଦୁର୍ଘଟଣା ରେ ଆହତ ହୋଇଛନ୍ତି ପଡୋଶୀ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକରେ ଥିବା ଗୋଲାଆଡିଆ ଗ୍ରାମ ର ଜୈନିକ ବ୍ୟକ୍ତି |ନିଜର ମୋଟରସାଇକେଲ ରେ ରାଜକନିକା ଆଡକୁ କୌଣସି କାର୍ଯ୍ୟ ପାଇଁ ଆସିଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲେ ରାସ୍ତାରେ ଉକ୍ତ ଆହତ ହୋଇଥିବା ବ୍ୟକ୍ତି କୁଂ ସ୍ଥାନୀୟ ଯୁବକ ମାନଙ୍କ ସହାୟତାରେ ଉଧାର କରି ଆମ୍ବୁଲାନ୍ସ ଯୋଗେ, ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ପଠାଯାଇଥିଲା ଖବର ପାଇଁ ଅଗ୍ନିଶମ କର୍ମଚାରୀମାନେ ପହଂଚହିଁ ଉକ୍ତ ବ୍ୟକ୍ତିଙ୍କ ରାସ୍ତା ତଳକୁ ପଡ଼ିଯାଇଥିବା ମୋଟର ବାଇକ ଟିକୁ ଉଧାର କରିଥିଲେ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପୌର ନିର୍ବାଚନରେ ରହିବନାହିଁ କୌଣସି କୋଭିଡ କଟକଣା ମୋଟ ୪୨ ଲକ୍ଷ ଭୋଟର ଦେବେ ଭୋଟ୍‌

Mon Mar 7 , 2022
ପ୍ରମୋଦ ନାୟକ(ଭୁବନେଶ୍ୱର): ୦୭।୦୩- ପୌର ନିର୍ବାଚନରେ ରହିବନାହିଁ କୌଣସି କୋଭିଡ କଟକଣା ।ଚଳିତ ବର୍ଷ ମୋଟ ୪୨ ଲକ୍ଷ ଭୋଟର ସେମାନଙ୍କ ମତ୍ତ ସାଵସ୍ତ୍ୟ କରିବେ ।ମୋଟ ୧୮୯୯ଟି ଓ୍ୱାର୍ଡର ୪୪୭୫ଟି ବୁଥ୍‌ ରେ ହେବ ପୌର ନିର୍ବାଚନ। ନିର୍ବାଚନ ପରିସ୍ତିତିକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ରାଜ୍ୟ ନିର୍ବାଚନ ଆୟୋଗ କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ,ସୋମବାର ଦିନ ୩ଟା ସୁଦ୍ଧା ନାମାଙ୍କନ […]

You May Like

Pin It on Pinterest