୧୦୮ ଆମ୍ବୁଲାନ୍ସକୁ ସାମ୍ନା ପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ…

ଭଞ୍ଜନଗର: ୧୪/୦୩- ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା,କରଡlବାଡି ଟୋଲ ଗେଟ ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ ସହ ୧୦୮ ଆମ୍ବୁଲାନ୍ସ ର ମୁହାଁମୁହିଁ ଧକ୍କା ହୋଇଛି l ଫଳରେ ଏହି ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି ।ସୂଚନା ଅନୁସାରେ ସାଇକ୍ରୀଷ୍ଣା ନାମକ ଏକ ଯାତ୍ରୀବାହି ବସ ସୋରଡ଼ାରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିଲା lକରଡlବାଡି ଟୋଲଗେଟ ନିକଟରେ ବସ୍‌ଟି ସାମ୍ନା ପଟୁ ଆସୁଥିବା ଏକ ୧୦୮ ଆମ୍ବୁଲାନ୍ସକୁ ଧକ୍କା ଦେଇଥିଲା,ଫଳତଃ ଆମ୍ବୁଲାନ୍ସଟି ରାସ୍ତାକଡ଼କୁ ଓଲଟି ପଡିଥିଲl l

ଆମ୍ବୁଲାନ୍ସରେ କେହି ରୋଗୀ ନଥିବା ବେଳେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି । ବସର କିଛି ଯାତ୍ରୀମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ସୋରଡ଼ା ଥାନା ପୋଲିସ ପହଞ୍ଚି ଆହତଙ୍କୁ ଚିକିତ୍ସା ନିମନ୍ତେ ସୋରଡ଼ା ମେଡିକାଲରେ ଭର୍ତ୍ତି କରିଛନ୍ତି l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଏପ୍ରିଲ୍‌ ୨୯ ତାରିଖରୁ ଆରମ୍ଭ ହେବ ମ୍ୟାଟ୍ରିକ୍‌ ପରୀକ୍ଷା ଶେଷହେବ ମେ’ ୭ ରେ...

Mon Mar 14 , 2022
ଦୀପକ ବେଉରା(କଟକ): ଏପ୍ରିଲ୍‌ ୨୯ ତାରିଖରୁ ଆରମ୍ଭ ହେବ ମ୍ୟାଟ୍ରିକ୍‌ ପରୀକ୍ଷା ଏବଂ ମେ’ ୭ ତାରିଖରେ ଶେଷହେବ। ଆଜି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପ୍ରକାଶ କରିଛି ପରୀକ୍ଷା ସୂଚି।ପ୍ରକାଶ ପାଇଥିବା ପରୀକ୍ଷା ସୂଚୀ ଅନୁଯାଇ ଏପ୍ରିଲ ୨୯ ତାରିଖରେ ଦ୍ୱିତୀୟ ଭାଷା, ମେ ୨ ତାରିଖରେ ଗଣିତ ପରୀକ୍ଷା ହେବ। ଠିକ୍‌ ସେହିପରି ମେ ୪ ତାରିଖରେ ବିଜ୍ଞାନ, ମେ ୫ ତାରିଖରେ ପ୍ରଥମ ଭାଷା, ମେ […]

You May Like

Pin It on Pinterest