ଆଜିର ଖାସ୍ ଖବର

୧-ହାଡଭଙ୍ଗା ଶୀତରେ ଜୀବନ ଯାତ୍ରା ବେହାଲ : ଆଗକୁ ଆହୁରି ଖସିବ ପାରଦ ,୪ଦିନ ପର୍ଯ୍ୟନ୍ତ କୋହଲା ପାଗ ଲାଗି ରହିବ।

୨-ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ: ଆପୋଲୋ ହସ୍ପିଟାଲ ବନ୍ଦ କର।

୩-ଦାୟିତ୍ୱରେ ଅବହେଳା ଲାଗି ନିଲମ୍ବିତ ହେଲେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର ୪ CISF ଯବାନ।

୪-ଚିଲିକାରେ ଜାନୁଆରୀ ୫ରେ ହେବ ପକ୍ଷୀ ଗଣନା, ପର୍ଯ୍ୟଟକଙ୍କ ପାଇଁ ବାରଣ ହେବ ପକ୍ଷୀ ଅଭୟାରଣ୍ୟ।

୫-୧୦ ଡିଗ୍ରୀ ତଳେ ରାଜ୍ୟର ୧୨ ଟି ସହରର ତାପମାତ୍ରା; ୪ ଡିଗ୍ରୀ ସହ ସୋନପୁର ସବୁଠୁ ଥଣ୍ଡା ସହର ।

୬-ପାଉତି’ଆପ୍‌ର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ।ଏହି ଆପ୍‌ରେ ଜାତିଗତ, ଆୟ ଓ ବାସିନ୍ଦା ପ୍ରମାଣପତ୍ର ଅନଲାଇନରେ ମିଳି ପାରିବ ଓ ଖଜଣା ମଧ୍ୟ ପୈଠ କରିହେବ।

୭-ରାତିରେ ଖୋଲିବ ସ୍କୁଲ !ଅସହ୍ୟ ଶୀତରେ ଥରୁଥିବା ଅସହାୟ ଲୋକଙ୍କୁ ସେଠାରେ ଆଶ୍ରୟ ଦେବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶ।

୮-ତିନି ତଲାକ ପୀଡିତାଙ୍କୁ ନୂଆ ବର୍ଷରୁ 6 ହଜାର ଟଙ୍କା ପେନସେନ ହେବେ ଯୋଗୀ ସରକାର !

୯-ଆସୁଛି ନୂଆବର୍ଷ, ଜିରୋ ନାଇଟ ସେଲିବ୍ରେସନ ପାଇଁ ସୁରକ୍ଷା ନେଇ କମିଶନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା।

୧୦-ଲିଙ୍ଗରାଜ ମନ୍ଦିରର ପାରିପାର୍ଶ୍ୱିକ ବିକାଶ ପାଇଁ ୫ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Mon Dec 30 , 2019
୧-ଫ୍ରାନ୍ସ ଓ ବ୍ରିଟେନ୍‌କୁ ପଛରେ ପକାଇ ଭାରତ ହେଲା ବିଶ୍ୱର ପଞ୍ଚମ ବୃହତ୍ତ ଅର୍ଥବ୍ୟବସ୍ଥା: ରିପୋର୍ଟ। ୨-ହାଡଭଙ୍ଗା ଜାଡରେ ଥରୁଛି ସାରା ଓଡିଶା , ୧୦ଡିଗ୍ରୀ ତଳକୁ ଖସିଲା ୧୫ସହରର ତାପମାତ୍ରା।ନୂଆବର୍ଷରୁ ବର୍ଷା; ବଢ଼ିବ ଶୀତ। ୩-ରାଷ୍ଟ୍ରପତିଙ୍କ ଠାରୁ ଦାଦା ସାହେବ ଫାଲକେ ପୁରସ୍କାର ଗ୍ରହଣ କରିଲେ ଅମିତାଭ। ୪-ଆରଟିଆଇ କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲା : ୨ ସୁପାରୀ କିଲରଙ୍କ ସମେତ ୫ ଗିରଫ। ୫-ଗୀତ ଗାଇଲେ […]

You May Like

Pin It on Pinterest