ଚିଙ୍ଗୁଡ଼ି ଘେରିରେ ଟ୍ରାକ୍ଟର ଓଲଟି ଶ୍ରମିକ ମୃତ…


ଦେବକାନ୍ତ ମହାନ୍ତି ,ଚାନ୍ଦବାଲି ,୧୫\୦୩\୨୦୨୨-ଆରଡିଫାଣ୍ଡି ଅଧିନସ୍ଥ ସନ୍ତରା ଗାଁ ନିକଟରେ ଜୈନିକ ଠିକାଦାରଙ୍କ ଦ୍ବାରା ଏକ ଚିଙ୍ଗୁଡି ଘେରି ୩\୪ଟି ଟ୍ରାକ୍ଟର ଦ୍ବାରା ଖୋଳା ଚାଲିଥିବା ବେଳେ ଗୋଟିଏ ଟ୍ରାକ୍ଟର ଓଲଟି ପଡିବାରୁ ଚାପି ହୋଇ ଅଚିହ୍ନା ଶ୍ରମିକଙ୍କ ମୃତ୍ଯୁ ଘଟିଛି।

ଏପରି ଘଟଣା ଘଟିବା ପରେ ପାଖରେ ଥିବା ଠିକାଦାର ଓ ଅନ୍ଯମାନେ ଫେରାର ହୋଇଯାଇଛନ୍ତି। ଖବରପାଇ ଆରିଡି ପୋଲିସ ପହଁଚିଥିବା ବେଳେ ଶ୍ରମିକ ମୃତ୍ଯୁ ଓ ଗାଁ ପାଖରେ ପୋଖରୀ ଖୋଳାକୁ ନେଇ ଚାପା ଉତେଜନା ଲାଗି ରହିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପ୍ରଧାନମନ୍ତ୍ରୀ ମୋଦୀ 'କାଶ୍ମୀର ଫାଇଲ' ଫିଲ୍ମକୁ ପ୍ରଶଂସାରେ,କଂଗ୍ରେସର ପାଲଟା ପ୍ରଶ୍ନ-ତୁମର ୮୫ ସାଂସଦ କଣ କରୁଥିଲେ ?

Wed Mar 16 , 2022
ନୂଆଦିଲ୍ଲୀ:ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘କାଶ୍ମୀର ଫାଇଲ’ରେ ମଧ୍ୟ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଚଳଚ୍ଚିତ୍ରର ପ୍ରଶଂସା କରିଛନ୍ତି। ଏହା ପରେ କଂଗ୍ରେସ ଏହାର ପ୍ରତିଶୋଧ ପରାୟଣ ହୋଇ ହୋଇଛି । କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା କହିଛନ୍ତି ଯେ ମୋଦୀ ସରକାର ସର୍ବଦା ମିଥ୍ୟା ପ୍ରଚାର କରି ରାଜନୈତିକ ଫାଇଦା ଖୋଜୁଛନ୍ତି। ସୁରଜେୱାଲା ଗୋଟିଏ ପରେ ଗୋଟିଏ ଟୁଇଟରରେ ପୋଷ୍ଟ […]

You May Like

Pin It on Pinterest