ଆଜିର ଖାସ୍ ଖବର

୧-ଫ୍ରାନ୍ସ ଓ ବ୍ରିଟେନ୍‌କୁ ପଛରେ ପକାଇ ଭାରତ ହେଲା ବିଶ୍ୱର ପଞ୍ଚମ ବୃହତ୍ତ ଅର୍ଥବ୍ୟବସ୍ଥା: ରିପୋର୍ଟ।

୨-ହାଡଭଙ୍ଗା ଜାଡରେ ଥରୁଛି ସାରା ଓଡିଶା , ୧୦ଡିଗ୍ରୀ ତଳକୁ ଖସିଲା ୧୫ସହରର ତାପମାତ୍ରା।ନୂଆବର୍ଷରୁ ବର୍ଷା; ବଢ଼ିବ ଶୀତ।

୩-ରାଷ୍ଟ୍ରପତିଙ୍କ ଠାରୁ ଦାଦା ସାହେବ ଫାଲକେ ପୁରସ୍କାର ଗ୍ରହଣ କରିଲେ ଅମିତାଭ।

୪-ଆରଟିଆଇ କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲା : ୨ ସୁପାରୀ କିଲରଙ୍କ ସମେତ ୫ ଗିରଫ।

୫-ଗୀତ ଗାଇଲେ ବିଧାୟକ ତାରା ବାହିନୀପତି।ତାରାଙ୍କ ସାଥିରେ ଗାୟିକା ମୋନାଲି ବି କଣ୍ଠଦାନ କରିଛନ୍ତି।

୬-୩ ସେନାର ସେବା ନିୟମରେ ସଂଶୋଧନ, ୬୫ ବର୍ଷ ବୟସରେ ଅବସର ନେବେ CDS

୭-କଳିଙ୍ଗ ପଲିଟେକନିକ୍ ୧୯୯୯ ଇଲେକ୍ଟ୍ରିକାଲ ବ୍ଯାଚ୍ ର ବନ୍ଧୁ ମିଳନ: ପୁରୁଣା ସ୍ମୃତି ଓ ନୂଆ ଅନୁଭୂତି ବଖାଣି ପ୍ରତିଷ୍ଠାତାଙ୍କୁ ଦେଲେ ଧନ୍ୟବାଦ।

୮-ମହିଳା ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଏସପ୍ଲାନେଡ୍ ମଲର ବରିଷ୍ଠ ଅଧିକାରୀ ଗିରଫ।

୯-ମିଳିବ ବନ୍ୟା, ମରୁଡ଼ିର ଆଗୁଆ ସୂଚନା।ମିଳିତ ଜାତିସଂଘକୁ ଜଳବାୟୁ ପରିବର୍ତ୍ତନ ତଥ୍ୟ ଯୋଗାଇବ ଆଇଏମ୍‌ଡି।

୧୦-୬୦ବର୍ଷରେ ପାଦ ଥାପିଛି ନନ୍ଦନକାନନ : ଖୋଲିଲା ୪ଟି ଖୁଆଡ଼, ବିରଳ କଳାବାଘ ସ୍ପନ୍ଦନ ଓ ବାସୁଙ୍କୁ ଦେଖିଲେ ପର୍ଯ୍ୟଟକ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପୁରୀ ଓ ହାଓଡ଼ା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ

Mon Dec 30 , 2019
ଗୁରୁତ୍ୱପୂର୍ଣ ସୂଚନା … ଗତକାଲି ବାଲେଶ୍ୱର ଓ ନୀଳଗିରି ରୋଡ଼ ଷ୍ଟେସନ ମଧ୍ୟରେ ସଂରକ୍ଷ ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଚାଲୁଥିବା ବେଳେ ରେଳ ଧାରଣା ଉପରେ ଗାର୍ଡ଼ର ଖସିପଡିବ ଯୋଗୁଁ ଭଦ୍ରକ ଓ ଖଡ଼ଗ୍ପୁର ମଧ୍ୟରେ ଟ୍ରେନ ଚଳାଚଳ ବ୍ୟାହତ ହୋଇଥିଲା ଯାହା ଫଳରେ କେତେକ ଟ୍ରେନକୁ ବାତିଲ କରାଯାଇଥିଲା ବେଳେ କେତେକର ମାର୍ଗ ପରିବର୍ତ୍ତନ, ଆଂଶିକ ବାତିଲ ଓ ନିୟନ୍ତ୍ରଣ କରାଯାଇଥିଲା I ସେଥିପାଇଁ ସଂଯୋଗକାରୀ ଟ୍ରେନ ର […]

You May Like

Pin It on Pinterest