ବର୍ଷ ର ପହିଲି ଦିନ ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଲିଙ୍ଗରାଜଙ୍କ ଦର୍ଶନ

ବାସ୍ତବ ବ୍ୟୁରୋ(ଭୁବନେଶ୍ୱର)- ନୂଆବର୍ଷର ପହିଲି ଦିନରେ ଏକାମ୍ର କ୍ଷେତ୍ରର ପ୍ରସିଦ୍ଧ ଶୈବପୀଠ ଶ୍ରୀଲିଙ୍ଗରାଜ ମନ୍ଦିର ପରିଦର୍ଶନ କରି ଠାକୁରଙ୍କ ଦର୍ଶନ କରିଛନ୍ତି, କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ଵରେ ଚାଲିଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ସେ ପ୍ରଶଂସା କରି କହିଛନ୍ତି ଯେ ସୌନ୍ଦର୍ଯ୍ୟକରଣରେ ବିଳମ୍ବ ହେଲେ ମଧ୍ୟ, ତଥାପି ଭଲ ହୋଇଛି ବୋଲି କହିଛନ୍ତି। ୩ ବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏଠାକୁ ଆସିଥିଲେ। ନୂଆବର୍ଷରେ ଠାକୁରଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ଥାଉ ବୋଲି ସେ କହିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଭିନ୍ନ ସ୍ଥାନକୁ ପୂର୍ବତଟ ରେଳପଥ ପକ୍ଷରୁ ଶୀତକାଳୀନ ସ୍ୱତନ୍ତ୍ର ଟ୍ରେନ

Thu Jan 2 , 2020
■         ନିୟମିତ ଟ୍ରେନ ଭଳି ସ୍ୱତନ୍ତ୍ର ଟ୍ରେନ ପ୍ରତି ଯାତ୍ରୀମାନଙ୍କର ଆଗ୍ରହ ବଢୁଛି I   ■         ନିୟମିତ ଟ୍ରେନ ମାନଙ୍କରେ ମାତ୍ରାଧିକ ଭିଡକୁ ଏଡ଼ାଇବା ସହ ଯାତ୍ରୀମାନଙ୍କୁ ସୁବିଧାରେ ଯାତ୍ରାପାଇଁ ରେଳବାଇର ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା I   ■         ସୀତା ଋତୁରେ ପୂର୍ବତଟ ରେଳପଥ ଦ୍ୱାରା ଏବଂ ଏହାର ପରିସୀମା […]

You May Like

Pin It on Pinterest