
କଟକ ୨୨।୦୩ : ବହୁ ଚର୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ,ନିଜକୁ ବଂଚାଇବାପାଇଁ, ଶର୍ମିଷ୍ଠା ରାଉତଙ୍କୁ ବଡ ଷ୍ଟ୍ରୋକ । ଶର୍ମିଷ୍ଠାଙ୍କ ଆଗୁଆ ଜାମିନ ଆବେଦନ ଖାରଜ ।
ଶର୍ମିଷ୍ଠା ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ ।ଗତକାଲି ମାନସ ସ୍ୱାଇଁ ହତ୍ୟା ଘଟଣାର ମାଷ୍ଟର ମାଇଣ୍ଡ ନିରଞ୍ଜନ ସେଠୀ ଗିରଫ,ଆଉ ହାଇକୋର୍ଟ ଙ୍କ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତର ଆଗୁଆ ଜାମିନ ଆବେଦନ ଖାରଜ,ମାନସ ସ୍ୱାଇଁଙ୍କ ପରିବାରରେ ଟିକିଏ ଆସ୍ୱସ୍ଥି ଆଣିଛି ।



