ଆଜିର ଖାସ୍ ଖବର

୧-ନୂଆବର୍ଷରେ କୃଷକଙ୍କୁ ମୋଦୀଙ୍କ ଉପହାର, ଆସିଲା ପିଏମ୍ କିଷାନ ନିଧିର ୩ୟ କିସ୍ତି।

୨-ଭାରତୀୟ ଭଲିବଲ୍ ଫେଡେରେସନ୍‌ର ମୁଖ୍ୟ ପୃଷ୍ଠପୋଷକ ଭାବେ ମନୋନୀତ ହେଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ।

୩-ଓସ୍କାର ରେସରେ ନୀନା ଗୁପ୍ତାଙ୍କ ଦ ଲାଷ୍ଟ କଲର।

୪-ମନ୍ତ୍ରୀଙ୍କ ପ୍ରତିଶ୍ରୁତି , Air india କର୍ମଚାରୀଙ୍କୁ ଖୁବ୍ ଶୀଘ୍ର ମିଳିବ ବକେୟା ଦରମା ଓ ଭତ୍ତା।

୫-ଆଧାର କାର୍ଡ ନାହିଁ ତ ଭତ୍ତା ନାହିଁ:ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ବିଭାଗୀୟ ସଚିବଙ୍କ ତାଗିଦ୍, ମାର୍ଚ୍ଚ ୧୫ ସୁଦ୍ଧା ପ୍ରକ୍ରିୟା ଶେଷ ନକଲେ ଏପ୍ରିଲରୁ ମିଳିବନି ଭତ୍ତା।

୬-ଉଡ୍ର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହେଲା ‘ଥିଲେ ଦିଅ, ନ ଥିଲେ ନିଅ’ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବସ୍ତ୍ର ଦାନ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ପ୍ୟାରିସ ବେକରି ଆଉଟଲେଟ ଓ ରେଡ ଏଫ୍ଏମ ଅଫିସରେ ବସ୍ତ୍ର ଦାନ କରିପାରିବେ।

୭-ପୁଣି ଓଡ଼ିଶାକୁ ମିଳିଲା ‘କୃଷି କର୍ମଣ’ ପୁରସ୍କାର।ଖାଦ୍ୟଶସ୍ୟ ଉତ୍ପାଦନରେ ପାରଦର୍ଶିତା ପାଇଁ ଓଡ଼ିଶାକୁ ମିଳିଛି ପ୍ରଶଂସା ପତ୍ର।

୮-ସଚିବ ସ୍ତରରେ ଅବଦଳବଦଳ, ପ୍ରଦୀପ୍ତ ମହାପାତ୍ରଙ୍କୁ ରାଜସ୍ୱ ବିଭାଗର ଅତିରିକ୍ତ ଦାୟିତ୍ୱ , ଅରୁଣ ବୋଥ୍ରାଙ୍କୁ ସଡ଼କ ପରିବହନ ନିଗମର ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ।

୯-ନୂଆ ବର୍ଷରେ TV ଦେଖିବା ହେବ ଶସ୍ତା, ୧୩୦ ଟଙ୍କାରେ ଏବେ ମିଳିବ ୨୦୦ ଚାନେଲ:TRAI

୧୦-ରାଜଧାନୀରେ ନାରୀ ନିର୍ଯାତନା ରୋକିବେ ୩୦୦ ସାଧାରଣ ମହିଳା SPO, କମିଶନରେଟ୍‌ ପୋଲିସ ପକ୍ଷରୁ ହେଲା ଟିମ୍‌ ଗଠନ।

୧୧-ରେଳବାଇର ନୂଆ ଏକକ ହେଲ୍‌ପ ଲାଇନ୍ ନମ୍ବର: ୧୩୯ରେ ସବୁ ସୁବିଧା, ହେଲ୍‌ପ, ଇନକ୍ବାରୀ ଏବଂ ଗ୍ରୀଭାନ୍‌ସ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଉତ୍ତର ଭାରତରେ ଘନ କୁହୁଡି ଯୋଗୁଁ ପୂର୍ବତଟ ରେଳପଥକୁ ଆସୁଥିବା/ଛାଡୁଥିବା ଟ୍ରେନ ଗୁଡିକ ବିଳମ୍ବିତ ସମ୍ଭାବନା

Fri Jan 3 , 2020
■ ଟ୍ରେନ ଗୁଡିକର ସଠିକ ଚଳାଚଳ ସୂଚନା ପାଇବାପାଇଁ ଯାତ୍ରୀମାନେ ହେଲ୍ପଲାଇନ/ଅନୁସନ୍ଧାନ ନମ୍ବର – ୧୩୯ କୁ ବ୍ୟବହାର କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଅଛି I ■ ଘନ କୁହୁଡି ସମୟରେ ରେଳବାଇ ପକ୍ଷରୁ କେତେକ ଟ୍ରେନକୁ ବାତିଲ ଅଥବା ସମୟରେ ପରିବର୍ତ୍ତନ କରାଯାଇପରେ I ■ ମାତ୍ରାଧିକ କୁହୁଡିରେ ଟ୍ରେନ ଡ୍ରାଇଭର ମାନେ ପରିସ୍ଥିତିକୁ ଦେଖି ସଂରକ୍ଷା ନିୟମକୁ ପାଳନ କରି ଟ୍ରେନ ଚଳାଚଳ କରିବାକୁ ଏବଂ […]

You May Like

Pin It on Pinterest