ବିଜେଡି ଖାତାରେ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ପଦ…

ବୌଦ୍ଧ ୨୬।୦୩ : ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଧ୍ୟକ୍ଷ ପଦ ବିଜେଡି ହାତରେ ।ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ଭୋଟ ଗଣତି ଶେଷ ହୋଇଥିବାବେଳେ,୧୭ଟି ଆସନ ମଧ୍ୟରୁ ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଛି ।ବାକି ୧୬ଟି ଆସନରେ ବିଜେଡି ବିଜୟୀ ହୋଇଛି ।

ସୂଚନା ଅନୁସାରେ,ବିଜେଡି ଖାତାକୁ ଯାଇଛି ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ପଦ । ବିଜେଡି ମୃତ୍ୟୁଞ୍ଜୟ ମିଶ୍ର ୧୩୪୦ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ୪୮୮୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୩୦୦୦ ଭୋଟ ପାଇଛନ୍ତି । ବାକି କଂଗ୍ରେସ ୩୫୪୧ ଖଣ୍ଡ ଭୋଟ ପାଇଥିବା ବେଳେ ୧୧୭ ଖଣ୍ଡ ଭୋଟ ପାଇଛନ୍ତି ସ୍ୱାଧୀନ ପ୍ରାର୍ଥୀ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସର୍ବ ପୁରାତନ କେନ୍ଦ୍ରାପଡ଼ା ପୌର ପରିଷଦରେ ବିଜେଡିର ବାଜିମାତ...

Sat Mar 26 , 2022
ରାକେଶ ମହାନ୍ତି(କେନ୍ଦ୍ରାପଡ଼ା): ୨୬।୦୩ -ସର୍ବପୁରାତନ କେନ୍ଦ୍ରାପଡ଼ା ପୌର ପରିଷଦରେ ବିଜେଡିର ବାଜିମାତ । ୨୧ଟି ଆସନ ମଧ୍ୟରୁ ବିଜେଡିର ୧୧ ଟିରେ ବିଜୟୀ ହୋଇଛି ।କଂଗ୍ରେସ ପ୍ରା୍ଥୀ ୫ଟି ଆସନରେ, ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଥିବାବେଳେ,ସ୍ୱାଧୀନ ୪ଟି ସିଟ୍‌ରେ ବିଜୟୀ ହୋଇଛନ୍ତି ।ସେହିପରି ରେକର୍ଡ ସଂଖ୍ୟକ ଭୋଟ ୯୫୫୧ ବ୍ୟବଧାନରେ ପୌର ପରିଷଦ ଅଧ୍ୟକ୍ଷ ପଦ ହାତେଇଛନ୍ତି ବିଜେଡି ପ୍ରାଥୀନି ସରିତା ସାହୁ । ଏହି ବିଜୟୀ ପ୍ରାର୍ଥୀଙ୍କ […]

You May Like

Pin It on Pinterest