ଚାନ୍ଦବାଲି ଏନ୍ ଏସି ଭୋଟ ଫଳାଫଳ ବିଜେଡି ସପକ୍ଷରେ…

ଦେଵକାନ୍ତ ମହାନ୍ତି(ଚାନ୍ଦବାଲି): ଚାନ୍ଦବାଲି ବିଧାୟକଙ୍କ ଗୋଟି ଚାଳନାରେ ନୂଆ ଏନଏ ସି ରେ ନୂଆ ରେକଡ଼ ସୃଷ୍ଟି କଲା ବିଜେଡି |ପ୍ରାର୍ଥୀଙ୍କ ପାଇଁ ପ୍ରଚାର ସମୟରେ ଆମ ପ୍ରତିନିଧିଙ୍କୁ ଦେଇଥିବା ସାକ୍ଷାତକାରରେ,ବିଧାୟକ ଡ଼. ଵ୍ୟମୋକେଶ ରାୟ କହିଥିଲେକି ୧୫ ରୁ ୧୫ ସିଟ ବିଜେଡି ନେବାସହ ଅଧ୍ୟକ୍ଷ ପଦ ମଧ୍ୟ ବିଜେଡିର |ଏହି ପରିପେକ୍ଷୀରେ ଆଜି ଚାନ୍ଦବାଲି ଏନଏ ସି ବିଜେଡି ୧୫ ନ ହେଲେବି ୧୧ କାଉନ୍ସିଲ୍ର ସହ ଅଧ୍ୟକ୍ଷ ପଦ ଜି ହାଟେଇଛି |

ୱାଡ ସଂଖ୍ୟା-୧୫ ବିଜେଡି-୧୧ ଟି କାଉନସିଲର ପଦ ହାତେଇ ଥିବା ବେଳେ ବିଜେପି ୩ଟି ଓ କଂଗ୍ରେସ-୧ ଟି କାଉନସିଲର ହାତେଇଛି ।
ଚାନ୍ଦବାଲି ଏନଏ ସି ବିଜେଡିର ଅଧ୍ୟକ୍ଷ ପଦ ଶାନ୍ତିଲତା ସେଠୀ-୭୮୫୬ ଭୋଟ ହାତେଇ ଥିବା ବେଳେ, ବିଜେପି ୬୯୦୬ ଭୋଟ ଓ କଂଗ୍ରେସ-୧୭୫୨ଖଣ୍ଡ ଭୋଟ ପାଇଛନ୍ତି।ବିଜେଡିର ଶାନ୍ତିଲତା ସେଠୀ,ବିଜେପିର ସଙ୍ଗୀତା ବେହେରାଙ୍କ ଠାରୁ ୯୫୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିନିକା ଏନଏସି ନିର୍ବାଚନରେ ବିଜେଡ଼ିର ବଡ ଜିତ ୧୨ ୱାର୍ଡରୁ ୧୧ଟିରେ ବିଜେଡିର ବାଜିମାତ...

Sat Mar 26 , 2022
ଶାନ୍ତନୁ ପଣ୍ଡା(ବିନିକା) ୨୬।୦୩ :ବିନିକା ଏନଏସି ନିର୍ବାଚନରେ ବିଜେଡ଼ିର ବଡ ଜିତ ।ଏନଏସିର ୧୨ ୱାର୍ଡରୁ ୧୧ଟିରେ ବିଜେଡିର ବାଜିମାତ l ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ସୁବାସ ଚନ୍ଦ୍ର ଭୋଇ ୨୮୧୨ ଖଣ୍ଡ ଭୋଟରେ ବିଜୟୀ ହେଇଛନ୍ତି l ସେହିପରି ବିଜେପି ଗୋଟିଏ ୱାର୍ଡରେ ବିଜୟୀ ହୋଇଛି l ବିନିକା ଏନଏସି ଅଧ୍ୟକ୍ଷ ଭାବରେ ବିଜେଡିର ସୁବାଷ ଚନ୍ଦ୍ର ଭୋଇ ବିଜୟୀ ହେବା ପରେ ୧୨ ଗୋଟି ୱାର୍ଡର ସମସ୍ତ […]

You May Like

Pin It on Pinterest