ଆଜିର ଖାସ୍ ଖବର

୧-ରବିବାର ଭାରତ – ଶ୍ରୀଲଙ୍କା ପ୍ରଥମ ଟ୍ବେଣ୍ଟି-୨୦

୨-ପାଞ୍ଚ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଖୋଲାରହିବ ରାଜଭବନ ଉଦ୍ୟାନ।

୩-ପୁରୀ:ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରାଯାଉ-ଶଙ୍କରାଚାର୍ଯ୍ୟ।

୪-ସେସୁ ପରେ ନେସ୍କୋ, ୱେସ୍କୋ ଏବଂ ସାଉଥ୍‌କୋକୁ ମଧ୍ୟ ଟାଟା ହାତକୁ ଟେକିବେ ସରକାର।

୫-ଝିପିଝିପି ବର୍ଷାକୁ ଅସମ୍ଭାଳ ଶୀତରେ ଥରୁଛି ସାରା ଓଡ଼ିଶା।

୬-2020 ଗଣନା: ଚିଲିକାରେ ୧୧ଲକ୍ଷ ପକ୍ଷୀ, ନନ୍ଦନକାନନ କାଞ୍ଜିଆ ହ୍ରଦକୁ ଆସିଛନ୍ତି ୧୫୯୪ ପକ୍ଷୀ।

୭-କୌଣସି ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଆବେଦନ ବେଳେ ଛାତ୍ରଛାତ୍ରୀଙ୍କୁ ଜାତିଗତ କିମ୍ବା ଆବାସିକ ପ୍ରମାଣପତ୍ର ଦେବାକୁ ପଡ଼ିବ ନାହିଁ ।

୮-ଆସନ୍ତା ୫ ଯାଏ ଜାରି ରହିବ ବର୍ଷା, ସତର୍କ ରହିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ SRC।

୯-ମୁହାଁମୁହିଁ ହେଲେ ଇରାନ ଓ ଆମେରିକା, ବିମାନ ବନ୍ଦରକୁ ୩ଟି ରକେଟ୍ ମାଡ଼ କଲା ଆମେରିକା।

୧୦-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଠକେଇ – ବାଦ ପଡିଲେ ୧୭୧ ହସ୍ପିଟାଲ, ୪ କୋଟି ୬ ଲକ୍ଷ ଟଙ୍କା ଜୋରିମାନା।

୧୧-ଚୀନରେ ଅନୁଷ୍ଠିତ ୪୨ ତମ ମିସେସ୍ ୟୁନିଭର୍ସ ପ୍ରତିଯୋଗିତାରେ ଅମିତା ପଣ୍ଡାଙ୍କୁ ମୁକୁଟ, ଓଡ଼ିଆ ଝିଅ ପୁଣି ଥରେ ଆଣିଲେ ଗୌରବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sun Jan 5 , 2020
୧-ଇରାକରେ ଆମେରିକାର ସାନି ଆକ୍ରମଣ,୬ ମୃତ। ଲାଲ୍ ପତାକା ଉଡ଼ାଇ ଇରାନର ଯୁଦ୍ଧ ଆହ୍ବାନ। ୨-ଆଜିଠାରୁ ପାଗରେ ପରିବର୍ତ୍ତନ : ତିନିଦିନ ପାଇଁ ଘନ କୁହୁଡି ସମ୍ଭାବନା। ୩-ଭୁବନେଶ୍ୱର: ଆର୍ଥିକ ଅନିୟମିତତା ଓ ଦୀର୍ଘ ଅନୁପସ୍ଥିତି ପାଇଁ ୩ସରପଞ୍ଚ ନିଲମ୍ବିତ । ୪-ସାଂସଦ ଅପରାଜିତା ଷଡ଼ଙ୍ଗୀ ଗଢ଼ିଲେ ନୂଆ ସଂଗଠନ ‘ଅଜିତା’, ମହିଳାଙ୍କୁ ସ୍ୱାବଲମ୍ବୀ ଏବଂ ସଶକ୍ତୀକରଣରେ ସଂଗଠନ କରିବ କାମ। ୫-ଆସିଲା ନୂଆ ପିଆଜ,୭୦କୁ ଖସିଲା ଦର ହେଲେ […]

You May Like

Pin It on Pinterest