୧-ଜାନୁଆରୀ ୮ ଭାରତ ବନ୍ଦକୁ ସମର୍ଥନ କଲେ ବିଜେଡି ଓ କଂଗ୍ରେସ।
୨-ଟ୍ରମ୍ପଙ୍କ ମୁଣ୍ଡ ପାଇଁ ୮୦ନିୟୂତ ଡଲାରର ପୁରସ୍କାର ଘୋଷଣା। ଆଣବିକ ଚୁକ୍ତିରୁ ଓହରିଲା ଇରାନ।
୪-ଏକାମ୍ର କ୍ଷେତ୍ରରେ ନିୟମ କଡ଼ାକଡ଼ି ; ନ ମାନିଲେ ୧୦୦ ଟଙ୍କା ଫାଇନ। ପାନ, ଗୁଟଖା ଓ ମାଦକ ଦ୍ରବ୍ୟ ସେବନ କରି ପ୍ରଭୁ ଲିଙ୍ଗରାଜ ମନ୍ଦିର ଭିତରେ ପ୍ରବେଶ କରିବା ଉପରେ ରୋକ୍ ।
୫-ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସ-୨୦୧୮ର ଫଳ, OAS ପାଇଲେ ୨୧୮ ଜଣ ପ୍ରାର୍ଥୀ, ଦେବାଶିଷ ପଣ୍ଡା ଟପ୍ପର।
୬-ରାଜ୍ୟରେ ବୃଦ୍ଧି ପାଇଲା ବସ ଭଡ଼ା।ସାଧାରଣ ବସରେ ଭଡ଼ା କିଲୋମିଟର ପିଛା ୬୯ ପଇସାରୁ ୭୦ ପଇସା ହେଲା ବୃଦ୍ଧି।
୭-16 ନୁହେଁ 24 ଡିଗ୍ରୀ ହେବ ACର ସର୍ବନିମ୍ନ ତାପମାତ୍ରା, କମ୍ପାନୀ ଗୁଡିକୁ ନିର୍ଦ୍ଦେଶ ଦେଲେ ସରକାର।
୮-ଭୁବନେଶ୍ୱର:5T ଯୋଗୁଁ ସର୍ବକାଳୀନ ରେକର୍ଡ଼। ସପ୍ତାହକରେ 3166 କର୍ମଚାରୀଙ୍କ ପଦୋନ୍ନତି।
୯-ଫେବୃଆରୀ ୮ରେ ଦିଲ୍ଲୀ ଭୋଟ,୧୧ରେ ଗଣତି, ଆଚରଣବିଧି ଲାଗୁ।
୧୦-ଆସନ୍ତା ୮ ତାରିଖରୁ ଆରମ୍ଭ ହେବ MSME ଟ୍ରେଡ଼୍ ଫେୟାର, ରହିବ ୨୮୦ ଷ୍ଟଲ।
୧୧-‘ମୋ ସରକାର ସଜାଗ’ଏଣିକି ହେବ ଅତର୍କିତ ଚଢ଼ାଉ। ଟିମ୍ କରିବେ ଅଚାନକ ଗସ୍ତ। ପ୍ରତ୍ୟକ୍ଷ ସ୍ଥିତି ପରଖିବେ।