୧-ଇରାନ ଓ ଆମେରିକା ଭିତରେ ଯୁଦ୍ଧ ପରିସ୍ଥିତି: ସୁଲେମାନୀଙ୍କ ଶବଦାହ ବେଳେ ଦଳା ଚକଟାରେ ମରିଗଲେ ୫୬ ଜଣ ଓ ଆହତ ହେଲେ ୨୫୦।
୨-ଆଜି ବାରିପଦା ନିକଟ ବାଙ୍କିଶୋଳାଠାରେ ଆଦାନୀ କିସ୍ ଆବାସିକ ବିଦ୍ୟାଳୟକୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଏଠାରେ ପାଠ ପଢିବେ ୧୫ଶହ ଆଦିବାସୀ ଛାତ୍ରଛାତ୍ରୀ। ରହିବା ଖାଇବା ସଂପୂର୍ଣ୍ଣ ମାଗଣା।
୩-ଥଣ୍ଡାରେ ଥରୁଛି ସାରା ଓଡ଼ିଶା, ଆଜିଠୁ ଆହୁରି ୨ ରୁ ୩ ଡିଗ୍ରୀ ତଳକୁ ଖସିବ ପାରଦ।ଘୂର୍ଣ୍ଣିବଳୟ ପ୍ରଭାବରେ ଦୁଇଦିନ ସ୍ୱଳ୍ପରୁ ମଧ୍ୟମ ଧରଣରବର୍ଷା ସମ୍ଭାବନା।
୪-ଆଜି ଭାରତ ବନ୍ଦ, ବ୍ୟାଙ୍କ ହେବ ଠପ୍, ଏଟିଏମ ସେବା ହେବ ପ୍ରଭାବିତ, ବିମାନ ଚଳାଚଳ ବାଧାପ୍ରାପ୍ତ, ହଡ଼ତାଳରେ ପ୍ରାୟ ୨୫ କୋଟି ଲୋକ ସାମିଲ ହୋଇ ପାରନ୍ତି।
୫-ଇନ୍ଦୋର:ଚମକିଲେ ବୋଲର ଓ ବ୍ୟାଟସମ୍ୟାନ: ଶ୍ରୀଲଙ୍କା ବିପକ୍ଷରେ ଏକତରଫା ବିଜୟରୁ ନିଜର ଅଭିଯାନ ଆରମ୍ଭ କଲା ଟିମ୍ ଇଣ୍ଡିଆ।
୬-ପୁରୀ ବଡଦାଣ୍ଡକୁ ମଦ, ଆମିଷ ମୁକ୍ତ କରାଯାଉ:ବିରୋଧୀ ଦଳରେ ନେତା ପ୍ରଦୀପ୍ତ ନାଏକ ।
୭-ଭାରତ ବନ୍ଦ; ୯:୩୦ ପୂର୍ବରୁ ଅଫିସ୍ରେ ପହଞ୍ଚିବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ। ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ।
୮-ନିର୍ଭୟା ଦୋଷୀଙ୍କୁ ୨୨ରେ ଫାଶି, ଏକାଠି ଝୁଲିବେ 4ଯୈ।ନରାକ୍ଷସ, ମା କହିଲେ ମୋ ଝିଅକୁ ମିଳିଲା ନ୍ୟାୟ।
୯-JNUରେ ପ୍ରଦର୍ଶନ, ଛାତ୍ରଙ୍କ ସମର୍ଥନରେ କହ୍ନେୟା କୁମାର ସହିତ ପହଞ୍ଚିଲେ ଦୀପିକା ପାଦୁକୋନ।
୧୦-ଔଷଧ ଠାରୁ କମ୍ ନୁହେଁ ମୂଳା, ପ୍ରତିଦିନ ଖାଦ୍ୟରେ କରନ୍ତୁ ସାମିଲ, ଦୂର ହୋଇଯିବ ଏହି ୪ଟି ରୋଗ:
ଥଣ୍ଡାକାଶ ,କୋଷ୍ଠକାଠିନ୍ୟ,ରକ୍ତଚାପ ଓ ସୁଗର ଲେବଲ୍।