୧-ରାଜ୍ୟକୁ ପୁଣି ଲେଉଟିଲା ଶୀତ।ପାଣିପାଗ ବିଭାଗର ଆକଳନ, ରାତିର ତାପମାତ୍ରା ୪ରୁ ୬ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ କମିବ।
୨-ଭୁବନେଶ୍ୱର ମାର୍କେଟ୍ ବିଲଡିଂରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କ ଘଟଣା, ୧୮ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ।
୩-ଓଡ଼ିଶାର ଅଂଶୁମାନ କମିଳା IES ଟପ୍ପର।
୪-ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି, 2021 ଜନଗଣନାରେ ଗଣାଯିବ SEBCଙ୍କ ସଂଖ୍ୟା।
୫-କନ୍ଧମାଳ ସଂସଦୀୟ କ୍ଷେତ୍ରରେ ମେଗା ନିଯୁକ୍ତି ମେଳା,୭ହଜାର ନିଯୁକ୍ତି ପାଇଁ ମନୋନୀତ।
୬-ରାଉରକେଲା:କେନ୍ଦ୍ରୀୟ ଅବକାରୀ ବିଭାଗ ଡେପୁଟି କମିଶନରଙ୍କ ଘରେ ସିବିଆଇ ରେଡ।
୭-DRDOର କମାଲ ବିକ୍ରମାଦିତ୍ୟରେ ସଫଳ ଅବତରଣ କଲା ‘ତେଜସ୍’।
୮-ଶେଷ ହୋଇଛି ତ୍ରୟୋଦଶ ବାର୍ଷିକ ମହୋଦଧି ଆରତୀ, ଯୋଗ ଦେଲେ ବିଭିନ୍ନ ମଠର ସାଧୁସନ୍ଥ।
୯-ଜାନୁୟାରୀ ୧୩ରୁ ମୋଦି ସରକାର ଶସ୍ତାରେ ବିକିବେ ସୁନା, ଆମେରିକା-ଇରାନ ଉତ୍ତେଜନା ଯୋଗୁ ବଢିଛି ଦର।
୧୦-ଚୀନ ଓ ପାକିସ୍ତାନ ନୌସମରାଭ୍ୟାସ ବେଳେ ଭାରତର ବଡ଼ ପଦକ୍ଷେପ, ଆରବ ସାଗରରେ ମୁତୟନ ହେଲା ଆଇଏନଏସ୍ ବିକ୍ରମାଦିତ୍ୟ।
୧୧-ଭୁଲ ମାନିଲା ଇରାନ, କହିଲା ଯାତ୍ରୀବାହୀ ବୋଇଂ 737କୁ ଖସାଇବା ମାନବୀୟ ତ୍ରୁଟି।