୧-ଭୁବନେଶ୍ୱର: ଦୁର୍ଘଟଣାରେ ସାଧାରଣ ଆହତ ବ୍ୟକ୍ତିଙ୍କୁ ମିଳିବ ମାଗଣାରେ ଫାଷ୍ଟଏଡ୍ ଚିକିତ୍ସା, ୧୦୦ଟି ଟ୍ରାଫିକ୍ ପୋଷ୍ଟରେ ଲାଗିଲା ବକ୍ସ।
୨-ଭଞ୍ଜନଗର: କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କ ସହାୟତାରେ ଗରିବ, ଅସହାୟ ଏବଂ ଛାତ୍ରାବାସରେ ରହି ପାଠ ପଢୁଥିବା ଛାତ୍ରଙ୍କୁ କମଳ ବଣ୍ଟନ।
୩-ସମ୍ବଲପୁର ଯୁଯୁମୁରା ଥାନା : ୨୦ ହଜାର ଟଙ୍କା ପାଇଁ ଖାକିରେ ଲାଗିଲା ଦାଗ, ନିଲମ୍ବିତ ହେଲେ ୩ ପୋଲିସ କର୍ମଚାରୀ।
୪-ଏଣିକି କଲେଜରେ ହେବ ଏକ୍ସଟ୍ରା କ୍ଲାସ।ମୁଖ୍ୟତଃ ପ୍ରାକ୍ଟିକାଲ କ୍ଲାସକୁ ଦିଆଯିବ ଅଧିକ ଗୁରୁତ୍ୱ ।
୫-ଇରାନର ଇରାକ୍ସ୍ଥିତ ଆମେରିକୀୟ ଏୟାରବେସ୍କୁ ଲାଗ୍ ଲାଗ୍ ୪ଟି ରକେଟ୍ ମାଡ।
୬-ଭୁବନେଶ୍ୱର:ଡେଟିଂ ଆପ୍ରେ ଡାର୍ଟି ଏଣ୍ଡିଂ , ଏବେ ସମସ୍ତେ ମାମୁ ଘରେ।ଟିଣ୍ଡର ଆପ୍ ମାମଲାରେ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ୍। ଥାନାରେ ପରସ୍ପର ବିରୋଧୀ ୨ଟି ମାମଲା ରୁଜୁ।
୭-ଜାଡ ଆହୁରି ୪୮ଘଣ୍ଟା ।୧୦ ଡିଗ୍ରୀ ତଳେ ୧୩ଟି ସହର; ସୋନପୁର ସବୁଠୁ ଥଣ୍ଡାର ସହର।ସୋନପୁରରେ ସର୍ବନିମ୍ନ ତାପମାତ୍ରା ୪.୮ ଡିଗ୍ରୀ ।
୮-ଚିକାଗୋ:ଆମେରିକାର ଚିକାଗୋ ଅଞ୍ଚଳରେ ଭୟଙ୍କର ଝଡ ତୋଫାନ, ୧୦୦୦ରୁ ଅଧିକ ବିମାନ ଉଡାଣ ବାତିଲ, ୧୦ମୃତ।
୯-ଭଞ୍ଜନଗର:ଓଡ଼ିଶାର ଶାହାଜାହାନ୍-ମାଟିର ମଣିଷ ଖଦାଳ ନାୟକ ନିଜ ଝିଅ ଓ ପତ୍ନୀର ସ୍ମୃତିରେ ଲଗାତାର ଗଛ ଲଗାଇ ନିଜ ଅଞ୍ଚଳକୁ କରିଛନ୍ତି ସବୁଜ ସୁନ୍ଦର ।
୧୦-ଶିକ୍ଷାନୁଷ୍ଠାନ ଗୁଡିକର ପରିବେଶ ବାବଦରେ ମୋଦିଙ୍କୁ ୨୦୮ ଶିକ୍ଷାବିତଙ୍କ ଚିଠି।
୧୧-ସୁନ୍ଦରଗଡ଼: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ମୋରିସ କୁଜୁରଙ୍କ ପରଲୋକ।