ଆଜିର ଖାସ୍ ଖବର

୧-ରଣଜୀ ରୋମାଞ୍ଚକର ମ୍ୟାଚରେ ହରିୟାଣାକୁ 1ୱିକେଟରେ ହରାଇ ଶୀର୍ଷରେ ଓଡିଶା।

୨-ଯୁକ୍ତ 2 ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ଗଣଶିକ୍ଷା ବିଭାଗର ଛାଟ।ପ୍ରଥମ ବର୍ଷର ପରୀକ୍ଷାରେ 33% ପ୍ରତିଶତ ନଂମ୍ୱର ନ ରଖିଲେ ଦ୍ୱିତୀୟ ବର୍ଷକୁ ଉନ୍ନୀତ ହୋଇପାରିବେ ନାହିଁ ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ।

୩-ଚତୁର୍ଥ ଭୁତପୂର୍ବ ସୈନିକ ଦିବସ ପାଳନ, ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସହିଦ୍‌ ହୋଇଥିବା ୫ଜଣ ବୀରନାରୀଙ୍କୁ ସମ୍ମାନୀତ କଲେ ମୁଖ୍ୟମନ୍ତ୍ରୀ।

୪-RBI ଡେପୁଟୀ ଗଭର୍ଣ୍ଣର ପଦରେ ନିଯୁକ୍ତ ହେଲେ ଓଡ଼ିଆ ପୁଅ ମାଇକେଲ ଦେବବ୍ରତ ପାତ୍ର।

୫-ରାଜ୍ୟର ସମସ୍ତ ବ୍ୟାଙ୍କ ଓ ବ୍ୟାଙ୍କିଙ୍ଗ ସଂସ୍ଥା ବନ୍ଦ ରହିବ ଆଜି।

୬-ଆସିବ ଭିତରକନିକା ବିକାଶ ପ୍ୟାକେଜ। ବ୍ୟୟ ଅଟକଳ ୩୦୦କୋଟି।ମିଳିବ ବୋଟିଂ,କଟେଜର ମଜା, ପର୍ଯ୍ୟଟକଙ୍କ ପାଇଁ ହେବ ହେଲିପ୍ଯାଡ୍।

୭-ଆଜିଠୁ ସୁନାଗହଣାରେ ହଲମାର୍କ ବାଧ୍ୟତା ମୂଳକ,ନିୟମ ଉଲ୍ଲଙ୍ଘନ କଲେ ଜେଲଦଣ୍ଡ।

୮-ଆଉ ୨୪ଘଣ୍ଟା ଭିତରେ କମିବ ଶୀତ, ବଢ଼ିବ କୁହୁଡି।

୯-ମୁମ୍ବାଇରେ କଙ୍ଗାରୁ ଧମାକା,ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ଠାରୁ ଭାରତ ୧୦ ଓ୍ଵିକେଟ୍‌ରେ ହାରିଲା।

୧୦-ନରମିଲା CESU,ଆଗେ ଶିଳ୍ପ ଓ ବାଣିଜ୍ୟିକ ପ୍ରତିଷ୍ଠାନ ପାଳି, ତାପରେ ସ୍ୱଚ୍ଛଳ ବର୍ଗ, ଶେଷରେ ସାଧାରଣ ଉପଭୋକ୍ତାଙ୍କ କଟିବ ବିଜୁଳି।


ମକର ସଂକ୍ରାନ୍ତି ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Fri Jan 17 , 2020
୧-ଆଉ ବ୍ୟାଙ୍କ ହାତରେ ନୁହେଁ,ଏଣିକି ନିଜେ ଚାହିଁଲେ ଚାଲୁ ଓ ବନ୍ଦ କରିପାରିବେ ନିଜ ATM କାର୍ଡ, ଆରବିଆଇ କଲା ଘୋଷଣା। ୨-କିଟ୍ ରେ ଉଦ୍ଘାଟିତ ହେଲା କମ୍ପ୍ୟୁଟର ସୋସାଇଟି ଅଫ୍‌ ଇଣ୍ଡିଆର ୫୩ତମ ଅନ୍ତର୍ଜାତୀୟ ବାର୍ଷିକ ସମ୍ମିଳନୀ ୨୦୨୦। ୩-ଶ୍ରୀକ୍ଷେତ୍ରର ଶ୍ରୀବୃଦ୍ଧି କାର୍ଯ୍ୟ ଶୁଭାରମ୍ଭ,୭ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ବ୍ୟୟ ହେବ ୫୧୦ କୋଟି। ୪-Missed callରେ ଜାଣି ହେବ Fastag Balance,8884333331କୁ dial କଲେ ଆସିବ […]

You May Like

Pin It on Pinterest