ଆଜିର ଖାସ୍ ଖବର

୧-ଆଉ ବ୍ୟାଙ୍କ ହାତରେ ନୁହେଁ,ଏଣିକି ନିଜେ ଚାହିଁଲେ ଚାଲୁ ଓ ବନ୍ଦ କରିପାରିବେ ନିଜ ATM କାର୍ଡ, ଆରବିଆଇ କଲା ଘୋଷଣା।

୨-କିଟ୍ ରେ ଉଦ୍ଘାଟିତ ହେଲା କମ୍ପ୍ୟୁଟର ସୋସାଇଟି ଅଫ୍‌ ଇଣ୍ଡିଆର ୫୩ତମ ଅନ୍ତର୍ଜାତୀୟ ବାର୍ଷିକ ସମ୍ମିଳନୀ ୨୦୨୦।

୩-ଶ୍ରୀକ୍ଷେତ୍ରର ଶ୍ରୀବୃଦ୍ଧି କାର୍ଯ୍ୟ ଶୁଭାରମ୍ଭ,୭ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ବ୍ୟୟ ହେବ ୫୧୦ କୋଟି।

୪-Missed callରେ ଜାଣି ହେବ Fastag Balance,8884333331କୁ dial କଲେ ଆସିବ SMS।

୫-ଆରମ୍ଭ ହେଲା CESUର ଡିସକନେକସନ୍‌ ଡ୍ରାଇଭ୍‌: ୧୫୪୫ ବାଣିଜ୍ୟିକ ଉପଭୋକ୍ତାଙ୍କ ବିଜୁଳି ସଂଯୋଗ କାଟ୍, ଆଦାୟ ହେଲାଣି ୫ କୋଟି ଟଙ୍କା।

୬-ଭୁବନେଶ୍ୱର:ଆହୁରି ୨ ଦିନ ଲାଗି ରହିବ କୁହୁଡ଼ି, ସତର୍କ କଲା ପାଣିପାଗ କେନ୍ଦ୍ର।

୭-ଲୋକସେବା ଭବନର ନୂଆ କନଭୋକେସନ ହଲରେ ଆଜି ଅନୁଷ୍ଠିତ ହେବ ଜିଲ୍ଲାପାଳ ସମ୍ମିଳନୀ।

୮-କଟକ:ମାର୍ଚ୍ଚ ସୁଦ୍ଧା ହେବ 4G ସ୍ପେକ୍ଟ୍ରମ୍‍ ଆବଣ୍ଟନ-ମନ୍ତ୍ରୀ ସଞ୍ଜୟ ଧୋତ୍ରେ

୯-ଭୁବନେଶ୍ୱର: ଲୋକଙ୍କ ପାଖକୁ ଯାଇ ଚକ୍ଷୁ ଚିକିତ୍ସା କରିବ LVPRASAD। ଭ୍ରାମ୍ୟମାଣ ଗାଡ଼ି ‘ପଶ୍ଯନ୍ତୁ’ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ।

୧୦-ସମୀର ମହାନ୍ତି ହେଲେ ରାଜ୍ୟ ବିଜେପି ସଭାପତି।

୧୧-ନୂଆ ଦିଲ୍ଲୀ:ସମାଧାନ ହେଲା ୨୫ ବର୍ଷର ପୁରୁଣା ପ୍ରସଙ୍ଗ, ୩୦ ହଜାର ବ୍ରୁ ଶରଣାର୍ଥୀଙ୍କୁ ମିଳିବ ନାଗରିକତା, ଘର-ରାଶନ ମାଗଣା।

୧୨-କଟକ:ମୁମ୍ବାଇ-ଭୁବନେଶ୍ୱର ଏଲ୍‌ଟିଟି ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ।

୧୩-ଶ୍ରୀନଗର :ଜାନୁଆରୀ ୨୬ରେ କରିଥାନ୍ତେ ବଡ଼ ଧରଣର ଆକ୍ରମଣ, ଚିହ୍ନଟ ହୋଇ ଗିରଫ ହେଲେ ଜୈଶର ୫ ଆତଙ୍କବାଦୀ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat Jan 18 , 2020
୧-କେନ୍ଦ୍ରାପଡ଼ା ରାଜନଗର ସମୁଦ୍ରରେ ଫସି ରହିଥିବା ଲଞ୍ଚ ପାଞ୍ଚ ଘଣ୍ଟା ପରେ ଉଦ୍ଧାର, ଯାତ୍ରୀଙ୍କ ନିକଟରେ ପହଞ୍ଚିଲା ଧାମରା ସାମୁଦ୍ରିକ ଥାନା ପୋଲିସ୍। ୨-ଭବାନୀପାଟଣା:ପୂର୍ବତନ ବିଧାୟକ ଅନାମଙ୍କ ଘରେ ଭିଜିଲାନ୍ସ ଚଢଉ – ୩.୪୨ କୋଟିର ସମ୍ପତ୍ତି ଠାବ। ୩-ଜିଲ୍ଲାପାଳ ସମ୍ମିଳନୀର ଅଫିସରଙ୍କୁ ‘ମୋ ସରକାର’ର ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ। ୪-ଗଜପତି ଏସ୍‌ପି ସାରା ଶର୍ମାଙ୍କ ନିଆରା ଅନ୍ଦାଜ : ଟ୍ରାଫିକ୍ ନିୟମ ମାନିଲେ ଚକୋଲେଟ୍, ନମାନିଲେ କଲରା […]

You May Like

Pin It on Pinterest