ଆଜିର ଖାସ୍ ଖବର

୧-କେନ୍ଦ୍ରାପଡ଼ା ରାଜନଗର ସମୁଦ୍ରରେ ଫସି ରହିଥିବା ଲଞ୍ଚ ପାଞ୍ଚ ଘଣ୍ଟା ପରେ ଉଦ୍ଧାର, ଯାତ୍ରୀଙ୍କ ନିକଟରେ ପହଞ୍ଚିଲା ଧାମରା ସାମୁଦ୍ରିକ ଥାନା ପୋଲିସ୍।

୨-ଭବାନୀପାଟଣା:ପୂର୍ବତନ ବିଧାୟକ ଅନାମଙ୍କ ଘରେ ଭିଜିଲାନ୍ସ ଚଢଉ – ୩.୪୨ କୋଟିର ସମ୍ପତ୍ତି ଠାବ।

୩-ଜିଲ୍ଲାପାଳ ସମ୍ମିଳନୀର ଅଫିସରଙ୍କୁ ‘ମୋ ସରକାର’ର ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ।

୪-ଗଜପତି ଏସ୍‌ପି ସାରା ଶର୍ମାଙ୍କ ନିଆରା ଅନ୍ଦାଜ : ଟ୍ରାଫିକ୍ ନିୟମ ମାନିଲେ ଚକୋଲେଟ୍, ନମାନିଲେ କଲରା ଓ ଅଁଳା।

୫-କିଟ୍ ବିଶ୍ୱବିଦ୍ୟାଳୟ,ଭୁବନେଶ୍ଵରରେ ଅନୁଷ୍ଠିତ ହେଲା କମ୍ପ୍ୟୁଟର ସୋସାଇଟି ଅଫ ଇଣ୍ଡିଆର ବାର୍ଷିକ ସମ୍ମିଳନି, ଯୋଗଦେଲେ ମୁଖ୍ୟମନ୍ତ୍ରୀ।

୬-ରାଜକୋଟରେ ହିସାବ ବରାବର, ଅଷ୍ଟ୍ରେଲିଆକୁ ୩୬ ରନରେ ହରାଇ ଶୃଙ୍ଖଳାକୁ ଫେରିଲା ଭାରତ।

୭-JEE Main ଫଳ ପ୍ରକାଶିତ,୨୮ତମ ସ୍ଥାନରେ ଓଡ଼ିଶାର ସୈ।ରଭ ସୈ।ମ୍ଯକାନ୍ତ।

୮-ଦ୍ବିତୀୟ ଦିନରେ ୧୯୫୬ ବାଣିଜ୍ୟିକ ଉପଭୋକ୍ତାଙ୍କ ବିଜୁଳି କାଟିଲା ସେସୁ, ଆଦାୟ ୪ କୋଟି ୬୭ଲକ୍ଷ।

୯-ମୋ ସ୍ଵାମୀ କଣ ଆତଙ୍କବାଦୀ ନା ଧର୍ଷଣକାରୀ, ତାଙ୍କୁ ଷଡ଼ଯନ୍ତ୍ର କରି ଫସାଇ ଦିଆଯାଇଛି: ଆଇଏଏସ ବିଜୟଙ୍କ ପତ୍ନୀ।

୧୦-ଭୁବନେଶ୍ୱର : ଆଜିଠାରୁ କିଟ୍‌ କ୍ୟାମ୍ପସ୍‌ରେ ଆରମ୍ଭ ହେଉଛି ଚତୁର୍ଥ କଳିଙ୍ଗ ଗ୍ଲୋବାଲ ଫିଲ୍ମ ଫେଷ୍ଟିଭାଲ (କେଜିଏଫ୍‌ଏଫ୍‌) । ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି ଫିଲ୍ମ ଫେଷ୍ଟିଭାଲ ଆୟୋଜିତ ହେବ।

୧୧-ଏଣିକି Tiktok video ମାଧ୍ୟମରେ ଶିକ୍ଷାଦାନ ହେବ, ଆଇଏମଏମ ଇନ୍ଦୋର ପକ୍ଷରୁ ଟିକ୍‌ଟକ୍‌ ସହ ବୁଝାମଣା ପତ୍ର ସ୍ୱାକ୍ଷରିତ।

୧୨-ନିର୍ଭୟା ଘଟଣା: ଅଦାଲତରୁ ପୁଣି ମିଳିଲା ଆଉ ଗୋଟିଏ ତାରିଖ, ଫେବୃଆରୀ ପହିଲାରେ ଫାଶୀ।

୧୩-କୁହୁଡି ଚାଦର ତଳେ ଅଧା ଓଡ଼ିଶା,୨୨ ତାରିଖ ପର୍ଯ୍ୟନ୍ତ ଲାଗି ରହିବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Mon Jan 20 , 2020
୧-ପ୍ରତିରକ୍ଷା କ୍ଷେତ୍ରରେ ଦମଦେଖାଇଲା ଭାରତ, K-4 ବାଲିଷ୍ଟିକ୍‌ ମିସାଇଲ୍‌ର ହେଲା ସଫଳ ପରୀକ୍ଷଣ। ୨-ଫ୍ଲିପ୍‌କାର୍ଟ:ସ୍ମାର୍ଟଫୋନ୍‌ରେ ବଡ଼ ଡିସ୍‌କାଉଣ୍ଟ , ଏକ୍ସଚେଞ୍ଜ ଅଫର ବି ଉପଲବ୍ଧ , ସୀମିତ ସମୟ। ୩-ରୋହିତ-କୋହଲିଙ୍କ ପ୍ରହାରରେ କଙ୍ଗାରୁ ଚିତ୍, ବେଙ୍ଗାଲୁରୁ ମ୍ୟାଚ୍ ଜିତି ୨-୧ରେ ଶୃଙ୍ଖଳା କବଜା କଲା ଭାରତ। ୪-ଆଜି ଦିନ ୧୧ଟାରେ ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’। ଛାତ୍ର ଛାତ୍ରୀ,ଶିକ୍ଷକ ଓ ଅଭିଭାବକଙ୍କ ସହ କରିବେ ମତ ବିନିମୟ। ୫-ପ୍ରସିଦ୍ଧ ଶାସ୍ତ୍ରୀୟ […]

You May Like

Pin It on Pinterest