ଆଜିର ଖାସ୍ ଖବର

୧ -ଓଡ଼ିଶାରେ ପ୍ରଥମ ଶ୍ରେଣୀରୁ ଆରମ୍ଭ ହେବ ସ୍ପୋକନ୍‌ ଇଂଲିଶ ଶିକ୍ଷା- ଶିକ୍ଷାମନ୍ତ୍ରୀ ସମୀର ଦାଶ

୨-ନୂଆଦିଲ୍ଲୀ: ଜଗତ ପ୍ରକାଶ ନଡ୍ଡା ହେଲେ ଭାରତୀୟ ଜନତା ପାର୍ଟି ସଭାପତି।

୩-ଅତନୁ କୁମାର ଦାସ ହେଲେ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସିଇଓ।

୪-ମୁମ୍ବାଇ:CMଙ୍କ ସହ ବୈଠକରେ ଶିରିଡିବାସୀ ସନ୍ତୁଷ୍ଟ, ବିବାଦର ହେଲା ସମାଧାନ।

୫-କିଟ୍ ଓ କିସ୍ ପ୍ରତିଷ୍ଠାତା ଡ଼କ୍ଟର ଅଚ୍ୟୁତ ସାମନ୍ତଙ୍କର କାଲି ଥିଲା ଜନ୍ମଦିବସ, ଟ୍ଵିଟ୍‌ କରି ଶୁଭେଚ୍ଛା ଜଣାଇଥିଲେ ବାଚସ୍ପତି ଓମ୍‌ ବିର୍ଲା।ଲୋକସେବକ ମଣ୍ଡଳର ସଦସ୍ୟମାନେ ଡ.ସାମନ୍ତଙ୍କ ମୁଣ୍ଡରେ ହଳଦି ଚାଉଳ ପକାଇ କରିଥିଲେ ଆଶୀର୍ବାଦ।

୬-ଆଗାମୀ ପାଞ୍ଚ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଶୁଖିଲା ରହିବ ପାଗ, ଉତ୍ତର ଦିଗରୁ ପବନ ବହିବା ସହ ବଢ଼ିବ ଶୀତ।

୭-ଭୁବନେଶ୍ଵର ୧ ନମ୍ବର ହାଟରେ ବାଇକ୍ ପାର୍କିଂ ଉପରେ ଲାଗିଲା କଟକଣା।ରାସ୍ତା କଡ଼ରେ ବାଇକ୍ ପାର୍କିଂ ହେଲା କଡ଼ାକଡ଼ି ବାରଣ।

୮-ଏଣିକି ଘରେ ବସି ଅନ୍‌ଲାଇନ୍‌ ଟ୍ୟାକ୍ସ ଭରିବେ ସହରାଞ୍ଚଳ ବାସିନ୍ଦା – ଆରମ୍ଭ ହେଲା ଅନଲାଇନ୍‌ ସମ୍ପତ୍ତି ଟିକସ ବ୍ୟବସ୍ଥା।

୯-ପୁରୀ ଜିଲ୍ଲା କଣାସ ଅଞ୍ଚଳ: ଏମିତି ବି ଆସେ ମୃତ୍ୟୁ ; ତଳେ ବସିଥିବାବେଳେ ଚଢ଼ିଗଲା ବସ୍‌ , କେନ୍ଦ୍ରାପଡ଼ାର ନୟନା ଦାସ ଗୁରୁତର ଆହତ ହୋଇଥିଲା ବେଳେ ତାଙ୍କ ସମୁଦୁଣୀଙ୍କ ମୃତ୍ୟୁ ଘଟିଛି।

୧୦-ଭୁବନେଶ୍ୱର:ଉନ୍ମୋଚିତ ହେଲା ନୂଆ କୃଷି ନୀତି ‘ସମୃଦ୍ଧି’।୧୦ ସଫଳ ଚାଷୀଙ୍କୁ ମିଳିଲା ସମ୍ବର୍ଦ୍ଧନା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Thu Jan 23 , 2020
୧-ବିଶ୍ୱସ୍ତରୀୟ ହେବ କଟକ SCB ମେଡିକାଲ, ମାର୍ଚ୍ଚ ପହିଲାରୁ ନବକଳେବର କାମ ଆରମ୍ଭ। ୨-CAA, NRCକୁ ନେଇ ଥମୁନି ଆନ୍ଦୋଳନ, ଆଜିଠାରୁ ସାତ ଦିନ ଯାଏ ଆରମ୍ଭ ହେବ ରାଜ୍ୟବ୍ୟାପୀ ପ୍ରତିବାଦ। ୩-ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ। ୪-ରାଜ୍ୟପାଳ ମେଡ଼ାଲ ପାଇଁ ମନୋନୀତ ହେଲେ ୧୪ ପୋଲିସ କର୍ମଚାରୀ। ୫-ବେରୋଜଗାରୀକୁ ନେଇ ଆକ୍ସନ ମୋଡ଼ରେ ମୋଦୀ ସରକାର, ଖାଲି ପଦରେ […]

You May Like

Pin It on Pinterest