ଚାନ୍ଦବାଲି ମାଧପୁର ପଞ୍ଚାୟତ ବଡ଼ସିଂହପୁରେ ଗାଁ ରେ ଭୟାବହ ଅଗ୍ନିକାଣ୍ଡ…


ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ୧୨//୦୪//୨୦୨୨-ଚାନ୍ଦବାଲି ବ୍ଲକ ମାଧପୁର ପଞ୍ଚାୟତ ଅନ୍ତର୍ଗତ ବଡ଼ସିଂହପୁର ଗାଁରେ ଇଲେକ୍ଟ୍ରିକ୍ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ୨ଜଣ ଙ୍କ ର ଦୁଇଟି ଗୋରୁ ଗୁହାଳ ପୋଡି ସମ୍ପୂର୍ଣ୍ଣ ପାଉଁଶ ହୋଇଯିବା ସହ ୮ ଟି ଗୋରୁ ଓ ୪ ଟି ଛେଳି ଜିବନ୍ତ ଦଗୁ ହୋଇ ଯାଇଛି ।

ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ଘଟଣାସ୍ଥଳରେ ଅଗ୍ନି ସମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲେ ମଧ୍ୟ ୨ ବଖରା ପୋଡ଼ି ପାଉଁଶ ହୋଇଯିବା ସହ ୮ ଟି ଗୋରୁ ଓ ୪ ଟି ଛେଳି ଜିବନ୍ତ ଦଗ୍ଧ ହୋଇ ଯାଇଥିଲା । ଏହି ଅଗ୍ନିକାଣ୍ଡରେ ଗାଁ ର ଶିବ ଦାସ ଓ ଜାନକି ଦାସଙ୍କ ଗୋରୁ ଗୁହାଳ ପୋଡ଼ିଯାଇଥିବାରୁ ଏହି ବିପନ୍ନ ପରିବାର ମାନଙ୍କୁ ପ୍ରଶାସନ ପକ୍ଷରୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ପକ୍ଷରୁ ଦାବୀ କରିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Wed Apr 13 , 2022
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୮୭୪ ଜଣକୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୭୮୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୩୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୮୫୬୯ ଜଣ ସୁସ୍ଥ ହୋଇଛନ୍ତି । ଆଜି ରାଜଧାନୀ ଭୁବନେଶ୍ୱରର ୭୪ […]

You May Like

Pin It on Pinterest