ମୁଁ ଇସ୍ତଫା ଦେଇଛି ।ଇସ୍ତଫା ପତ୍ର ସାର୍ବଜନୀନ କରିବାର ଆବଶ୍ୟକ ନାହିଁ – ନିରଞ୍ଜନ ପଟ୍ଟନାୟକ

ପ୍ରମୋଦ ନାୟକ(ଭୁବନେଶ୍ୱର) ୧୪।୦୪ :ମୁଁ ବହୁତ ଆଗରୁ ଇସ୍ତଫା ଦେଇସାରିଛି । ଏବେ ନିଷ୍ଟତ୍ତି ହାଇକମାଣ୍ଡଙ୍କ ପାଖରେ ।ରାଜ୍ୟ ପିସିସି ସଭାପତି ପରିବର୍ତ୍ତନ ନେଇ ଏପରି କିଛି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମୁଁ ଇସ୍ତଫା ଦେଇଛି ।ଇସ୍ତଫା ପତ୍ର ସାର୍ବଜନୀନ କରିବାର ଆବଶ୍ୟକ ନାହିଁ । ଏହା ଆମ ଦଳର ଆଭ୍ୟନ୍ତରୀଣ ବ୍ୟାପାର । ନିଷ୍ପତି ଏଆଇସିସି ହାତରେ, କଂଗ୍ରେସରେ ବହୁତ ଯୋଗ୍ୟ ଲୋକ ସଭାପତି ପଦ ପାଇଁ ଅଛନ୍ତି ।ପରିବର୍ତନ ହେଉ, ସେମାନଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରାଯାଉ । ପ୍ରତି ୨/୩ ବର୍ଷରେ ପିସିସି ପରିବର୍ତନ ହୁଏ । ଏହା କିଛି ନୂଆ କଥା ନୁହେଁ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର : ମାହାଙ୍ଗା ଭତ୍ତା ଉପରେ ଅର୍ଥ ମନ୍ତ୍ରଣାଳୟ ବଡ଼ ଘୋଷଣା...

Thu Apr 14 , 2022
ନୂଆଦିଲ୍ଲୀ:ମାହାଙ୍ଗା ତିନି ପ୍ରତିଶତ ବୃଦ୍ଧି କରି କେନ୍ଦ୍ର ସରକାର କର୍ମଚାରୀମାନଙ୍କୁ ଏକ ବଡ ଉପହାର ଦେଇସାରିଛନ୍ତି। ବର୍ତ୍ତମାନ ଡିଏ ସମ୍ବନ୍ଧରେ ଆଉ ଏକ ବଡ ଅପଡେଟ୍ ଆସିଛି, ଯେଉଁ କାରଣରୁ କେନ୍ଦ୍ରୀୟ କର୍ମଚାରୀଙ୍କ ମୁହଁରେ ହସ ଦ୍ୱିଗୁଣିତ ହୋଇଛି | ବାସ୍ତବରେ, ଅର୍ଥ ମନ୍ତ୍ରଣାଳୟ ଗୁରୁବାର ଅନୁମୋଦନ କରିଛି ଯେ ଜାନୁଆରୀ ୨୦୨୨ ରୁ ବର୍ଦ୍ଧିତ ମାହାଙ୍ଗା ଭତ୍ତା କାର୍ଯ୍ୟକାରୀ ହେବ | ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ […]

You May Like

Pin It on Pinterest