
ପ୍ରମୋଦ ନାୟକ:୧୬ନମ୍ବର ଜାତୀୟ ରାଜପଥରେ ମର୍ମତୁଦ ସଡକ ଦୁର୍ଘଟଣା | ଜାତୀୟ ରାଜପଥ ର ଜଟଣୀ ଗେଟ ନିକଟରେ ଖୋର୍ଦ୍ଧାରୁ ଭୁବନେଶ୍ୱର ଆଡକୁ ଏକ ମୋଟର ସାଇକେଲ ରେ ଆସୁଥିବା ଖୋର୍ଦ୍ଧା ଟାଙ୍ଗିଆ ପଡା ର ପ୍ରମୋଦ ଭୋଇ ନାମକ ଯୁବକ ଆସୁଥିଲେ ||ଠିକ ଏହି ସମୟରେ ପଛରୁ ଆସୁଥିବା ଏକ କାର ଡୋର ଖୋଲିଦେବାରୁ ମୋଟର ସାଇକଲ ରେ ମାଡ ହେବା ଫଳରେ ସେ ତଳେ ପଡି ଯାଇଥିଲେ |
ଠିକ ଏହି ସମୟରେ ପଛରୁ ଆସୁଥିବା ଏକ ୧୦ ଚକିଆ ଟ୍ରକ ତାଙ୍କୁ ଚାପି ଦେଇ ଚାଲି ଯାଇଥିଲା, ଯାହା ଫଳରେ ତାଙ୍କର ସେହି ସ୍ଥାନରେ ଚାପି ହୋଇ ମୁର୍ତ୍ତୁବରଣ କରିଥିବା ଜଣାପଡିଛି ! ପୋଲିସ ସେ ସ୍ଥାନରେ ପହଂଚି ଶବକୁ ପୋଷ୍ଟ ମଟମ ପାଇଁ ମେଡିକାଲ ପଠାଇ ତଦନ୍ତ ଜାରି ରଖିଛି |



