ଆଜିର ଖାସ୍ ଖବର

୧-ଅକଲାଣ୍ଡ:ନ୍ୟୁଜିଲାଣ୍ଡକୁ ହରାଇ ବିଶ୍ଵ ରେକର୍ଡ଼ର ଅଧିକାରୀ ହେଲା ଭାରତ, ଆଖପାଖରେ ନାହାନ୍ତି କୌଣସି ଦଳ।

୨-ଭୁବନେଶ୍ୱର: ଉତ୍କଳ ଦିବସରୁ ଘଣ୍ଟାକରେ ମିଳିବ ଜମି ରେଜିଷ୍ଟ୍ରେସନ ଦଲିଲ, ଫେବୃଆରୀ ରେ ‘ମୋ ସରକାର’କୁ ଆସିବ ରାଜସ୍ୱ ବିଭାଗ।

୩-ଆଧାର ସହ ଲିଙ୍କ ହେବ ଭୋଟର କାର୍ଡ, ସବୁଜ ସଂକେତ ଦେଲା ଆଇନ ମନ୍ତ୍ରଣାଳୟ।ଭୋଟର ସହ ଆଧାର କାର୍ଡ ଲିଙ୍କ ହେବା ଦ୍ୱାରା ଫେକ୍‌ ଭୋଟରଙ୍କ ଉପରେ ଲଗାମ ଲାଗିବ ।

୪-ଏସଏଲଭି ନିର୍ମାଣରେ ଭିଏସଏସ୍‌ ସ୍ପେସ ଇନୋଭେସନ ସେଣ୍ଟର ଛାତ୍ରଙ୍କ ଭୂମିକାକୁ କେନ୍ଦ୍ର ମହାକାଶ ବିଜ୍ଞାନ ଓ ଆଣବିକ ଶକ୍ତି ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂଙ୍କ ପ୍ରଶଂସା।

୫-Omfedରେ ଗୋଖାଦ୍ୟ ଦୁର୍ନୀତିର CBI ତଦନ୍ତ ନିର୍ଦ୍ଦେଶ।

୬-ଭାରତ ୭ ଦିନରେ କଲା ୨ଟି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ, ଚିନ୍ତାରେ ଚୀନ ଓ ପାକିସ୍ତାନ।

୭-ଭୁବନେଶ୍ୱର ଏକ ନମ୍ବର ହାଟକୁ ଯାଇଥିଲେ, ବାଇକ୍ ଉଠାଇନେଲା କ୍ରେନ, ଗାଡ଼ି ମାଲିକ ପରିବା ବ୍ୟାଗ ସହ ଟ୍ରାଫିକ ଥାନାରେ।

୮-Budget ପୂର୍ବରୁ CJIଙ୍କ ବଡ ବୟାନ, କହିଲେ ନାଗରିକଙ୍କୁ ଅଧିକ ଶୁଳ୍କ ସାମାଜିକ ଅନ୍ୟାୟ।

୯-ବିଜୁ ପଟ୍ଟନାୟକ ଅନ୍ତର୍ଜାତିୟ ବିମାନ ବନ୍ଦର ନିର୍ମାଣଧୀନ ଛାତ ଭୁଷୁଡି ଜଣେ ମୃତ, ଜଣେ ଗୁରୁତର।

୧୦-ପ୍ରମୋସନ ଅଦାଲତ ପାଇଁ ୬ ବରିଷ୍ଠ ଆଇଏଏସଙ୍କୁ ଦାୟିତ୍ୱ, ପ୍ରଥମ ଦଫାରେ ୨୨୭୩ ମାମଲାର ଶୁଣାଣି।

୧୧-ସାର୍କ ସମ୍ମିଳନୀରେ ମୁହାଁମୁହିଁ ହୋଇ ପାରନ୍ତି ମୋଦୀ ଓ ଇମ୍ରାନ, ନେପାଳ ଉଭୟ ଦେଶକୁ ଦେଲା ନିମନ୍ତ୍ରଣ।

୧୨-ଡିଗ୍ରୀ କଲେଜ ପରିଚାଳନା କମିଟି ଭାଙ୍ଗିଲା, ପ୍ରଶାସକ ଏବେ ସଭାପତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Mon Jan 27 , 2020
୧-ଦିଲ୍ଲୀ ଦେଖିଲା ଓଡ଼ିଶା କଳା ସଂସ୍କୃତିର ଝଲକ, ରାଜପଥରେ ଗଡ଼ିଲା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥର ପ୍ରଜ୍ଞାପନ ମେଢ଼। ୨-ରାହୁଲଙ୍କ ଧମାଲ, କିଓ୍ଵିକୁ ୭ ଓ୍ଵିକେଟରେ ହରାଇ ଗଣତନ୍ତ୍ର ଦିବସରେ ଭାରତୀୟଙ୍କୁ ବିଜୟ ଭେଟି ଦେଲେ ବିରାଟ ବାହିନୀ। ୩-ସାରା ବିଶ୍ବକୁ ଘାରିଛି ‘କରୋନା ଭାଇରସ’ର ଭୟ: ଓଡ଼ିଶାରେ ଖୋଲାଗଲା ସ୍ବତନ୍ତ୍ର ସ୍କ୍ରିନିଂ ସେଣ୍ଟର। ‘କରୋନା’ ଭାଇରସ ପାଇଁ ଟୋଲ ଫ୍ରି ନମ୍ବର ଜାରି :0674-2390466,9439994857 ୪-ସୁଆଣ୍ଡୋରେ ୫-ଟି ସଚିବ […]

You May Like

Pin It on Pinterest