ଆଜିର ଖାସ୍ ଖବର

୧-ଦିଲ୍ଲୀ ଦେଖିଲା ଓଡ଼ିଶା କଳା ସଂସ୍କୃତିର ଝଲକ, ରାଜପଥରେ ଗଡ଼ିଲା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥର ପ୍ରଜ୍ଞାପନ ମେଢ଼।

୨-ରାହୁଲଙ୍କ ଧମାଲ, କିଓ୍ଵିକୁ ୭ ଓ୍ଵିକେଟରେ ହରାଇ ଗଣତନ୍ତ୍ର ଦିବସରେ ଭାରତୀୟଙ୍କୁ ବିଜୟ ଭେଟି ଦେଲେ ବିରାଟ ବାହିନୀ।

୩-ସାରା ବିଶ୍ବକୁ ଘାରିଛି ‘କରୋନା ଭାଇରସ’ର ଭୟ: ଓଡ଼ିଶାରେ ଖୋଲାଗଲା ସ୍ବତନ୍ତ୍ର ସ୍କ୍ରିନିଂ ସେଣ୍ଟର।
‘କରୋନା’ ଭାଇରସ ପାଇଁ ଟୋଲ ଫ୍ରି ନମ୍ବର ଜାରି :0674-2390466,9439994857

୪-ସୁଆଣ୍ଡୋରେ ୫-ଟି ସଚିବ : ଗୋପବନ୍ଧୁଙ୍କ ଜନ୍ମପୀଠର ବିକାଶ ସହିତ ନିର୍ମାଣ କରାଯିବ ସଂଗ୍ରହାଳୟ ।

୫-ସାଧାରଣତନ୍ତ୍ର ଦିବସରେ ମୋଦୀଙ୍କ ବିଶେଷ ‘ମନ୍‍ କୀ ବାତ୍‍’ ; ହିଂସା କୌଣସି ସମସ୍ୟାର ସମାଧାନର ପଥ ନୁହେଁ।

୬-୨୬ ଜାନୁୟାରୀ ରାତିରୁ ମୁମ୍ବାଇରେ Mall & multiplex ୨୪ଘଣ୍ଟା ଖୋଲା , ସୃଷ୍ଟି ହେବ ୫ଲକ୍ଷ ନୂଆ ରୋଜଗାର।

୭-ସାଧାରଣତନ୍ତ୍ର ଦିବସରେ ଆସାମର ୫ଟି ସ୍ଥାନରେ ବିସ୍ଫୋରଣ ; କେହି ମୃତାହତ ହୋଇ ନାହାନ୍ତି।

୮-ମହକିଲା ବଣମଲ୍ଲୀ: କୋରାପୁଟ ସୁନାବେଡାର ଚତୁର୍ଥ ଶ୍ରେଣୀରେ ପଢୁଥିବା ଆଇଓ୍ୱା ଇପ୍‌ସିତା ଜାତୀୟସ୍ତରର ପ୍ରତିଯୋଗିତାରେ ପ୍ରଥମ।

୯-ମାଲକାନଗିରି:ସ୍ୱାଭିମାନ ଅଞ୍ଚଳରେ ଲାଲ୍‌ବାହିନୀକୁ ଶକ୍ତ ଚାପୁଡ଼ା: ୨ ମାଓବାଦୀଙ୍କୁ ସବକ୍ ଶିଖାଇଲେ ଗାଁ ଲୋକେ ।

୧୦-ସମ୍ବଲପୁର:ମାର୍ଚ୍ଚ ୩୧ ସୁଦ୍ଧା ମଣ୍ଡିରୁ ସମସ୍ତ ଧାନ ଉଠିବ- ରଣେନ୍ଦ୍ର ପ୍ରତାପ ସ୍ଵାଇଁ।

୧୧-କଟକ CDAରୁ ବିପୁଳ ମାତ୍ରାରେ ଜାଲ୍‌ ନୋଟ୍‌ ଜବତ ଘଟଣା, ଜାରି ରହିଛି ଖୋଳତାଡ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପୂର୍ବତଟ ରେଳପଥ ପକ୍ଷରୁ ୭୧ତମ ଗଣତନ୍ତ୍ର ଦିବସ ପାଳିତ ।

Mon Jan 27 , 2020
ଭୁବନେଶ୍ୱର ସ୍ଥିତ ରେଳବାଇ ଷ୍ଟାଡିୟମ ଠାରେ ୭୧ତମ ଗଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି I ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଏହି ଅବସରରେ ପତାକା ଉତ୍ତୋଳନ କରିବା ସହ ରେଳବାଇ ସୁରକ୍ଷା ବଳ ପକ୍ଷରୁ ଆୟୋଜିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ I ରେଳବାଇ କର୍ମଚାରୀ ଓ ସେମାନଙ୍କର ପରିବାର ବର୍ଗଙ୍କ ସହିତ ରେଳବ୍ୟବହାରକାରୀ ମାନଙ୍କୁ ଉଦବୋଧନ ଦେଇ ମହାପ୍ରବନ୍ଧକ ଶ୍ରୀ ବିଦ୍ୟାଭୂଷଣ ରେଳବାଇ କର୍ମଚାରୀ ମାନଙ୍କର […]

You May Like

Pin It on Pinterest