୧-KIIT NSS ବିଭାଗ ତରଫରୁ ଅନୁଷ୍ଠିତ ହେଲା ଡ୍ରଗ୍ ଆବ୍ୟୁଜ ଆଣ୍ଡ ପ୍ରିଭେନସନ କାର୍ଯ୍ୟକ୍ରମ, ଯୁବପିଢୀଙ୍କୁ ଡ୍ରଗ୍ସର ନକାରାତ୍ମକ ପ୍ରଭାବର ସଚେତନ କରାଇବା ଏହାର ଲକ୍ଷ୍ୟ।
୨-ଅଡୁଆରେ ମନ୍ତ୍ରୀ ପଦ୍ମନାଭ ବେହେରା, ଜୋତା ବିବାଦ ଥମିନି, ବୟସ ଜାଲିଆତି ପାଇଁ ହେବ ଏତଲା।
୩-ବେଜିଂ:କରୋନା ମୃତ୍ୟୁ ସଂଖ୍ୟା ୧୦୦ଟପିଲା।୧୭ଦେଶକୁ ବ୍ୟାପିଲାଣି କରୋନା ଭାଇରସ। ଜର୍ମାନୀ, ଶ୍ରୀଲଙ୍କା ଓ ମଙ୍ଗୋଲିଆ ବି କରୋନା ରୋଗୀ ଚିହ୍ନଟ।
୪-ତିନି ଦିନ ବନ୍ଦ ରହିବ ବ୍ୟାଙ୍କ, ୨ ଦିନ ଭିତରେ ସାରି ନିଅନ୍ତୁ କାମ।
୫-ଭୁବନେଶ୍ୱର OUAT : ପ୍ରଥମ ଦିନରେ ୯୧୫ କୁକୁଡ଼ା ନିପାତ। ଚିଲିକାରେ ବିଦେଶୀ ପକ୍ଷୀଙ୍କ ନମୁନା ସଂଗ୍ରହ।
୬-ରାଉରକେଲାରେ କୁକୁର ଆତଙ୍କ; ଗୋଟିଏ ଦିନରେ ୧୪୧ଙ୍କୁ କାମୁଡ଼ିଲା।
୭-ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତି ପାଇଁ ‘ସୁନନ୍ଦା ସମ୍ମାନ’ ଓ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ‘ସୁନନ୍ଦା ଚେୟାର’ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା।
୮-ଭୁବନେଶ୍ୱର:୫-ଟିରେ ଖୋଲିଲା ଭର୍ଚୁଆଲ ଥାନା, ଏଣିକି onlineରେ ଗାଡ଼ି ଚୋରି ଏତଲା, ଡ଼ାକ୍ତରୀ ପରୀକ୍ଷା ରିପୋର୍ଟ ଓ ଫଟାଫଟ୍ ମିଳିବ ବୀମା ରାଶି।
୯-ଗଣତନ୍ତ୍ର ଦିବସ ପରେଡ଼ରେ ଓଡ଼ିଶାର ରୁକୁଣା ରଥ ମେଢ଼କୁ ମିଳିଲା ଦ୍ୱିତୀୟ ସ୍ଥାନ।
୧୦-ତିନି-ତିନୋଟି ଯୁଦ୍ଧ ହାରି ସାରିଥିବା ପାକିସ୍ତାନକୁ ହରାଇବା ପାଇଁ 10 ଦିନ ବି ଲାଗିବନି-ପିଏମ ମୋଦୀ
୧୧-ସାଂସଦ ମାନଙ୍କୁ ଡାକି ମନ୍ତ୍ର ଫୁଙ୍କିଲେ ନବୀନ: ସଂସଦରେ ବିଜେଡି ଦେଖାଇବ ଓଡ଼ିଶାର ଦମ୍।
୧୨-ଦେଶଦ୍ରୋହ ମାମଲାର ଅଭିଯୁକ୍ତ ଜେଏନୟୁ ଛାତ୍ର ଶରଜୀଲ ଇମାମକୁ ବିହାରରୁ ଗିରଫ କଲା ଦିଲ୍ଲୀ ପୋଲିସ।



