ଜଣେ ଯୁବତୀଙ୍କ ସହ ସଂପର୍କ ରଖିଲେ, ଅନ୍ୟ ଜଣଙ୍କୁ ବିବାହ କରି ଗିରଫ ହେଲେ ଅତିରିକ୍ତ ତହସିଲଦାର…

ଶାନ୍ତନୁ ପଣ୍ଡା(ବିନିକା):ପ୍ରଥମେ ଖାଲି ଆଖିର ଦେଖା ପଛକୁ ପରିଚୟ ସେପରିଛେ ହେଲେ ନିବିଡ଼ ମନ୍ତ୍ର ବିନିମୟ ।ହୁଏତ ଆମିଟିକିଛି ଆପଣଙ୍କ ଜୀବନରେ ନିଶ୍ଚୟ ଘଟିଥିବ । ରୂପକ କୁଜୁରଙ୍କ ମଧ୍ୟ ଏମିତି ହୋଇଥିଲା ହେଲେ ସେ କଣ ଜାଣିଥିଲେ ପରେ ଏମିତି ହେବବୋଲି । ପ୍ରେମ ପରେ ପ୍ରତାରଣା କରିଥିବା ଅଭିଯୋର ହୋଇଛନ୍ତି ବିନିକା ଅତିରିକ୍ତ ତହସିଲଦାର ବାବୁ ।

ଖବର ଅନୁଯାଇ, ଅତିରିକ୍ତ ତହସିଲଦାର ରୂପକ କୁଜୁରଙ୍କ ନାମରେ ରାଜଗାଙ୍ଗପୁର ଥାନାରେ ମହିଳାଙ୍କ ଅଭିଯୋଗ ପରେ ବନ୍ଧା ହୋଇଛନ୍ତି ।ଜନୈକ ଯୁବତୀଙ୍କ ଅଭିଯୋଗ ଯେ,ବର୍ଷାଧିକ କାଳ ତାଙ୍କ ସହ ପ୍ରେମ ସମ୍ପର୍କ ରଖି ଅନେକ ଥର ଶାରୀରିକ ସମ୍ପର୍କ ରଖିବା ପରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଛନ୍ତି ।
ଏ କଥା ଜାଣିବା ପରେ ରୁପକଙ୍କ ନାଁରେ ଥାନାରେ ମାମଲା ଦାଏର କରିଥିଲେ ଯୁବତୀ ।ବଡ ବଡ଼ ସ୍ୱପ୍ନ ଦେଖାଇ ଯୁବତୀଙ୍କ
ସବୁଖିଛି ଲୁଟାଇଥିବା ତହସିଲଦାର ବାବୁଙ୍କୁ ରାଜଗାଙ୍ଗପୁର ପୋଲିସ ଗିରଫ କରିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଏବେ ବି ମେଡିକାଲ ଛାତ୍ର ନିଶାନ୍ତଙ୍କ ମୃତ୍ୟୁ ଘଟଣା ରହସ୍ୟ ଘେରରେ,ଆତ୍ମହତ୍ୟା ନା ହତ୍ୟା ? ସମସ୍ତଙ୍କ ପାଖରେ ନେଉନି ହିଊଛନ୍ତି ବାପ ମା'ବିକଳହୋଇ ମାଗୁଛନ୍ତି ନିଜ ପୁଅକୁ ...

Sun Apr 24 , 2022
ବିମଲ ଯୋଶୀ(ବଲାଙ୍ଗୀର) :ଏବେ ବି ମେଡିକାଲ ଛାତ୍ର ନିଶାନ୍ତଙ୍କ ମୃତ୍ୟୁ ଘଟଣା ରହସ୍ୟ ଘେରରେ,ଆତ୍ମହତ୍ୟା ନା ହତ୍ୟା ? ୧୦ ଦିନର କଲେଜ ଜୀବନ କଣ ଏମିତି ଘଟିଲା କାହିଁକି ଆତ୍ମହତ୍ୟା କଲେ ନିଶିକାନ୍ତ ? ବାପା ମାଙ୍କର ଏକମାତ୍ର ପୁଅ। ବାପା ପ୍ରଫେସର, ମା ଶିକ୍ଷୟିତ୍ରୀ। ଡାକ୍ତର ହେବାକୁ ଆଖିରେ ଆଖିରେ ସ୍ୱପ୍ନ ନେଇ ଦୀର୍ଘ୍ୟ ୧୫୦୦ କିଲୋମିଟର ଦୂରରୁ ଓଡିଶା ଛୁଟି ଆସିଥିଲେ ନିଶାନ୍ତ। ବିନା କୋଚିଂରେ […]

You May Like

Pin It on Pinterest