୧-ଆଜି ସଂସଦରେ ଉପସ୍ଥାପନ ହେବ ସାଧାରଣ ବଜେଟ:୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ହାର ୬ରୁ ୬.୫ପ୍ରତିଶତ ଲକ୍ଷ୍ୟ।
୨-ଏଣିକି OJEEରେ ହେବ ଅନଲାଇନ ଟେଷ୍ଟ।
୩-ଏଥର ମାଟ୍ରିକରେ ୬ଲକ୍ଷ ୬୦ ହଜାର ୮୯୧ଜଣ ପରୀକ୍ଷାର୍ଥୀ,୨୮୮୮ପରୀକ୍ଷା ସେଣ୍ଟର,୩୦୭ ନୋଡାଲ କେନ୍ଦ୍ର।
୪-ଫୁଲବାଣୀ: କନ୍ଧମାଳରେ କରୋନା ଭାଇରସ, ଆଶଙ୍କାରେ ଚୀନ ଫେରନ୍ତା ଡାକ୍ତରୀ ଛାତ୍ର, ପରୀକ୍ଷା ପାଇଁ SCB ପଠାଗଲା।
୫-ଭୁବନେଶ୍ୱର: ବାହାରେ ଗୋରୁଗାଈ ଛାଡ଼ିଲେ ମାଲିକ ଗଣିବେ ୫ ହଜାର ତଣ୍ଡ।
୬-ସେସୁ ପରେ ଏବେ ନେସ୍କୋର କାର୍ଯ୍ୟାନୁଷ୍ଠାନ, ବକେୟା ବିଦ୍ୟୁତ ବିଲ ପୈଠ ନ କଲେ କଟିବ ଲାଇନ।
୭-ପୁନର୍ଗଠିତ ହେଲା BCCI ଙ୍କ CAC, ସାମିଲ ହେଲେ ମଦନଲାଲ, ରୁଦ୍ର ପ୍ରତାପ ଓ ସୁଲକ୍ଷଣା।
୮-ବସରେ ମହିଳାଙ୍କ ସୁରକ୍ଷାପାଇଁ ଫୋନ ନମ୍ବର ଜାରି:୦୬୭୪-୨୫୪୩୫୪୧,୯୪୩୭୫୮୧୫୭୫।
୯-ଭୁବନେଶ୍ୱରରେ ସିଲ ହେବ ୮୦ଟି ବେଆଇନ କଲ୍ୟାଣ ମଣ୍ଡପ।
୧୦-ମୁଖ୍ୟମନ୍ତ୍ରୀଙ୍କ ଆନନ୍ଦପୁର ଗସ୍ତ, ୧୧ଟି ପାନୀୟଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ନବୀନ।
୧୧-ଗଞ୍ଜାମ:ତାରାତାରିଣୀ ପୀଠ ପରିଦର୍ଶନ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଭି.କେ ପାଣ୍ଡିଆନ।